#Breaking News

ବିବାହୀ ତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଗିରଫ


ଫୁଲବାଣୀ- (ସୁନୀଲ ପଟନାୟକ) ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ କନ୍ଧମାଳ ଜିଲା ଟିକାବାଲି ପୋଲିସ ସ୍ୱାମୀକୁ ବାନ୍ଧି କୋର୍ଟ ଚାଲାଣ କରିଛି ।
ଏଭଳି ଘଟଣା ଘଟିଛି ଟିକା ବାଲି ଥାନା ଅନ୍ତର୍ଗତ ଛତି ଝର ଗ୍ରାମରେ ।
ଟିକାବାଲି ଛତି ଝର ଗ୍ରାମର ରୋହିତ ଦେହୁରୀଙ୍କ ଝିଅ ସରିତା ଦେହୁରି ଙ୍କୁ ସାରଙ୍ଗଡ଼ ଥାନ।ଗୁଟିଙ୍ଗିଆ ଅଞ୍ଚଳର ଶ୍ରୀକାନ୍ତ ବୁର୍ଗୀଙ୍କ ପୁଅ ମିଲନ ବିବାହ କରିଥିଲା। ତେବେ ବିବାହ ପର ଠୁ ମିଲନ ସରୀତାକୁ ଗାଳି ଗୁଲଜ ଓ ମାରଧର ମଧ୍ୟ କରୁଥିଲା।.ଫଳରେ ଅତ୍ୟାଚାର ସହି ନ ପାରି ସରୀତା ଆତ୍ମହତ୍ୟା କରିଥିବ ।ସରୀତାର ମୃତ୍ୟୁ ପାଇଁ ସ୍ୱାମୀ ମିଲନଦୀୟୀ ବୋଲି ମୃତସରୀତାର ବାପା ଟିକା ବାଲି ଥାନାରେ ଏତଲା ଦେଇଥିଲେ।ଏତଲା କୁ ଭିତ୍ତିକରି ପୋଲିସ କେସନମ୍ବର ୪୫/୨୧ ଧାରା ୪୯୮ ଏ/୩୦୪ (ବି) ରେ ଗିରଫ କରି କୋର୍ଟ ଚାଲାଣ କରିଛି

Leave a comment

Your email address will not be published. Required fields are marked *