#Uncategorized

କିନ୍ନର ଚାକିରୀରେ ଯୋଗଦେଲେ

ଡାକ୍ତରଖାନା ଜଗିଛନ୍ତି କିନ୍ନର । କିନ୍ନର ମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ପ୍ରୟାସ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫ଜଣ କିନ୍ନରଙ୍କୁ ସିକ୍ୟୁରିଟୀ ଗାର୍ଡ ଭାବେ ମାଲକାନଗିିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ଦେଇଛି ପ୍ରଶାସନ । ୫ଟି ଯୋଜନା କାର୍ଯ୍ୟକାରୀ ହେବା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱଛତା ଉପରେ ଗୁରୁତ୍ୱ ଦିଆଯାଉଛି । ତେଣୁ ଏମାନଙ୍କୁ ପରିମଳ ଯୋଜନାରେ ନିଯୁକ୍ତି ମଳିଥିବା କୁହାଯାଉଛି । ବିଶେଷ କରି ଏମାନେ ଲେବର ରୁମର ସୁରକ୍ଷା ଓ ସ୍ୱଛତା ଦାୟିତ୍ୱରେ ରହିଥିବା ଜଣାପଡିଛି

Leave a comment

Your email address will not be published. Required fields are marked *