#Breaking News

କମ୍ୟୁନିଟି ରେଡିଓ ଭାବେ ରେଡି ଓ ମୁସ୍କାନ ପ୍ରଶ ସିଂତ


ଫୁଲ ବାଣୀ(ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀଠାରେ ଥିବା ଏକମାତ୍ର କମ୍ୟୁନିଟି ରେଡି ଓ ତାର ନିଆରା କାର୍ଯ୍ୟକ୍ରମ ଓ ସୁନ୍ଦର ଉପସ୍ଥାପନା ଶୈଳୀ ଯୋଗୁଁ ସହର ବାସୀ ନିକଟରେ ବେଶ ଆଦୃତ ଲାଭ କରିବା ସଙ୍ଗେସଙ୍ଗେ ଅଗଣିତ ଶ୍ରୋତା ବନ୍ଧୁଙ୍କ ହୃଦୟ ଜିତିପାରିଛି । ଫଳରେ ଜାତୀୟସ୍ତରରେ ବୋମ୍ବେ ଆଇଆଇଟି ଦ୍ଵାରା ରେଡିଓ ମୁସ୍କାନ ପ୍ରଶ ସିଂତ ହୋଇଛି ।
ରେଡିଓମୁସ୍କାନ ପ୍ରାୟ ୧୦ବର୍ଷ ହେଲା ଅଞ୍ଚଳର ଆଦିବାସୀ ଲୋକକଳା , ପାରମ୍ପରିକ କୃଷି, ବାଲ୍ୟବିବାହ ପ୍ରଥା, ଯୁବତୀ ଚାଲାଣ , ଦାଦନ ଶ୍ରମିକ ସମସ୍ୟା ସମାଧାନ , ଓ ସରକାରଙ୍କ ବିଭିନ୍ନ ଜନହିତ କରଯୋଜନା ସଂପର୍କରେଲୋକମାନଙ୍କୁ ସଚେତନ କରି ସମାଜରେ ପରିବର୍ତ୍ତନ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ
ରେଡିଓ ମୁସ୍କାନ ପ୍ରଶସାଂକରାଯାଇଛି।
ପ୍ରସାର ଓ ପ୍ରଚାର ଦାୟୀତ୍ଵରେ ଥିବା ମୁସ୍କାନ ସୁଆର ଙ୍କ ନିଷ୍ଠା, ଉଦ୍ୟମ, ଆନ୍ତରିକତା ତଥା ଆଗ୍ରହ ଯୋଗୁଁ ରେଡି ଓ କାର୍ଯକ୍ରମ ଉଚ୍ଚମାନର ହେବା ସହ ଶ୍ରେ।ତାଙ୍କ ହୃଦୟ ଜିଣି ପାରିଛି ।

Leave a comment

Your email address will not be published. Required fields are marked *