#Breaking News

ଫୁଲବାଣୀ ରେ ଶାନ୍ତି ଶୃଙ୍ଖଳା ର ସହ ଗଣେଶ ମେଢ଼ ବିସର୍ଜନ


ଫୁଲବାଣୀ (ସୁନୀଲ ପଟନାୟକ )
ରବିବାର ଫୁଲବାଣୀସହର ର ବିଭିନ୍ନ ସାହି ଓ କ୍ଲବ ପକ୍ଷରୁ ଅନୁଷ୍ଠିତ ଗଣେଶ ମେଢ଼ ସବୁ କୁ ବାଜା ଓ ଲାଇଟ ରେ ସଜାଇ ନାଚ ଗୀତ ସହ ବିରାଟ ପଟୁଆର ରେ ସହର ମୁଖ୍ୟ ରାସ୍ତା ରେ ନେଇ ଵିସର୍ଜନକରିଥିଲେ l
ଦେଖିବାପାଇଁ ବଜାର ରେ ଲୋକ ମାନଙ୍କ ପ୍ରବଳ ଭିଡ ହୋଇଥିଲା l
ଡି ଆର ଡି ଏ ଛକ, ଏଫ ସି ଆଇ ଛକ, ପିଅନ ପଡା, ଓ ଅନ୍ୟାନ୍ୟ ଛକ ରେ ଅନୁଷ୍ଠିତ ଗଣେଶ ମୂର୍ତି ସବୁ ପୂଜାର୍ଚନା କରାଯାଇ ରୀତି ନୀତି ଅନୁଯାୟୀ ବିସର୍ଜନ କରାଯାଇଥିଲା l
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଓ ପୋଲିସ ଅଫିସର ଙ୍କୁ ମୃତୟନକରାଯାଇଥିଲା l

Leave a comment

Your email address will not be published. Required fields are marked *