#Breaking News

ମାଓ ହମଲାକୁ ଦୃଷ୍ଟିରେ ରଖି ତୁମୁଡିବନ୍ଧ ଓ କୋଟଗଡର ୯ ବୁଥ ବଦଳିଲା


ଫୁଲବାଣୀ-(ସୁନୀଲପଟନାୟକ)
ଆଜି ମଙ୍ଗଳବାର ମାଓ ହମଲାକୁ ଦୃଷ୍ଟିରେ ରଖି ଆଗକୁ କାଳେ ରକ୍ତମୁଖା ମାଓବାଦୀମାନେ ଆଉ କିଛି ଅଘଟଣ ଘଟାଇ ପାରନ୍ତି ତାକୁ ଆଶଙ୍କ । କରି ଜିଲ୍ଲା ପ୍ରଶାସନ ମାଓ ଅଧ୍ୟୁଷିତ ତୁମୁଡିବନ୍ଧ ଓ କୋଟଗଡ଼ ବ୍ଳକ
ର ୯ ଗୋଟି ହାଇପର ସେନ଼ସିଟିଭ ଚିହ୍ନଟବୁଥ ଗୁଡିକ ପୁଣି ବଦଳାଈ ବାକୁ ଯାଉ ଥିବା ଜଣାପଡିଛି ।
କନ୍ଧମାଳ ଏସପିଙ୍କ ପରାମର୍ଶକ୍ରମେ ଏ ସବୁ ବୁଥ ବଦଳାଯାଉଥିବା ଜଣାପଡିଛି ।
କନ୍ଧମାଳ ଏସପି ଏନେଇ ଜିଲ୍ଲାପାଳଙ୍କୁ ପତ୍ର ଲେଖିବା ପରେ ଜିଲା ପ୍ରଶାସନ ପକ୍ଷରୁବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଆସିବାପରେ ବ୍ଲକ ପ୍ରଶାସନ ପକ୍ଷରୁ ଏହି ବୁଥ ଗୁଡିକ ବଦଳାଇ ବା ଲାଗି ପ୍ରକିୟା ଆରମ୍ଭ କରିଛି ।
ସେଥିମଧ୍ୟରୁ ତୁମୁଡିବନ୍ଧ ବ୍ଲକ ର ୫ଟି ଓ କୋଟଗଡ଼ ବ୍ଲକର ୪ଟି ବୋଲି ଜଣା ପଡିଛି ।
ତୁମୁଡିବନ୍ଧ ବ୍ଲକ ଉଣ୍ଡରଙ୍ଗି ପଞ୍ଚ।ୟତର ୩ ନମ୍ବର ୱ।ର୍ଡ ଗୁମୁଏ ନୟୂପିଏସ,୬ ନମ୍ବର ୱ।ର୍ଡ଼ ଗୁମ୍ମୁ ପାଇମେରୀ ସ୍କୁଲ ଓ ୫ ନମ୍ବର ୱ ୲ର୍ଡ ବାରବାନା ପ୍ରାଇମେରି ସ୍କୁଲ ରେ କରାଯାଇଥିବା ବୁଥ ଗୁଡିକ ଭଣ୍ଡରଙ୍ଗୀ ପଞ୍ଚାୟତକୁ ଘୁଞ୍ଚାଯିବ।
ସେହିପରି ବେଲଘର ପଞ୍ଚାୟତର ୧୨ ଓ ୧୩ନମ୍ଵରୱ ୲ ର୍ଡଜେର ମେଲି ୧ ଓ ଜେର ମେଲି -୨ ବୁଥ କୁ ବେଲଘର ପଞ୍ଚାୟତକୁ ଘୁଞ୍ଚା ଯିବା
ସେହିପରି କୋଟଗଡ଼ବ୍ଲକ ଅନ୍ତର୍ଗତ ଦୁର୍ଗାପଙ୍ଗା ପଞ୍ଚାୟତର ୧୧.୧୨ ଓ ୧୩ନମ୍ବର ୱ।ର୍ଡ ପରିବର୍ତ୍ତନ ହେବ ।୧୧ ନମ୍ଵର ଗୋଲାମ ପାଙ୍ଗା, ୧୨ନମ୍ବର ୱ।ର୍ଡ ଦ୍ଭାଲୁ ଗୁଡ଼ା, ପ୍ରାଥମିକ ସ୍କୁଲ,୧୩ନମ୍ବର ୱ ୲ର୍ତ କାନି ବାରୁ ବୁଥ ଗୁଡିକୁ ଯୁଡ଼ାବାଲି ପଞ୍ଚାୟତର ନୂଆଗାଁ ବୁଥ କୁ ପରିବର୍ତ୍ତନ କରାଯିବ।
ଆସନ୍ତ । ୧୮ରେ ମା ଓ ଅଧୂଷିତ ତୁମୁଡିବନ୍ଧ ଓ କୋଟଗଡ଼ଏହି ଦୁଇ ବ୍ଲ୍କ୍କ୍କ୍କରେ ନିର୍ବାଚନ ହେବ। ତେବେ ଆଜିର ମାଓ ହମଲା ପରେ ପୋଲିଙ୍ଗ ଅଧିକାରୀ ଓ ଭୋଟରମାନେ ମଧ୍ୟ ପୁରା ଭୟଭୀତ ହୋଇ ପଡିଥିବା ଜଣା ପଡିଛି ।

Leave a comment

Your email address will not be published. Required fields are marked *