#Breaking News

ଓଡିଶା ଡ୍ରାଇଭର ମହାସଂଘର ସିମିନଇ ଡ୍ରାଇଭର ଭାଇ ଭାଇ ମହାମିଳନ

ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଅନ୍ତର୍ଗତ ସିମିନଇ ପଂଚାୟତ ଠାରେ ଓଡିଶା ଡ୍ରାଇଭର ମହାସଂଘର ଏକ ମିଳନ କାର୍ଯ୍ୟକ୍ରମ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଡ୍ରାଇଭର ମାନଙ୍କର ୧୧ ଦଫା ଦାବି ଉପରେ ଆଲୋଚନା ହେଲା ।ସଭାରେ ଓଡାପଡା ବ୍ଲକର ସଭାପତି ଦିଲୀପ ସିଂ ,ସମ୍ପାଦକ ସମୀର ମହାପାତ୍ର , ବ୍ଲକ କୋଷାଦକ୍ଷ ଦେବରାଜ ବରାଳ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ସିମିନଇ ପଂଚାୟତର ସଭାପତି ପ୍ରଦ୍ୟୁନ୍ମ ଭଞ୍ଜ ,ସମ୍ପାଦକ ଗୌତମ ପ୍ରସାଦ ସାହୁ ,କୋଷାଦକ୍ଷ ବିଷ୍ଣୁ ଚରଣ ରାଉତ ,ଉପଦେଷ୍ଟା ରାହାସ ମହାନ୍ତିଙ୍କ ନେତୃତ୍ୱରେ ପଂଚୁପଟି ଠାରୁ ସିମିନଇ ପଂଚାୟତ ପର୍ଯ୍ୟନ୍ତ ଏକ ରାଲି କରିଥିଲେ ।

Leave a comment

Your email address will not be published. Required fields are marked *