#Breaking News

ଢେଙ୍କାନାଳ ରେ ସମର୍ପଣ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ,ଢେଙ୍କାନାଳ ମିନୀ ଷ୍ଟାଡିୟମ୍ ରେ ଭାରତ ର ଯାଶସ୍ୱି ପ୍ରଧାମନ୍ତ୍ରୀଙ୍କ ୭୧ ତମ ଜନ୍ମଦିବସ ଉପଲକ୍ଷେ ସେବା- ସମର୍ପଣ ଅଭିଯାନ ମାଧ୍ୟମରେ ସ୍ୱଚ୍ଛ ଭାରତ ଅଭିଯାନ ନଗର ମଣ୍ଡଳ ବିଜେପି ନେତୃତ୍ବରେ କାର୍ଯ୍ୟକ୍ରମ କରାଗଲା, ଏଥିରେ ଆମର ଅତିପ୍ରିୟ ନେତା ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର, ପ୍ରିୟ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ମହାପାତ୍ର, ଆମ ସମସ୍ତଙ୍କର ଅତିପ୍ରିୟ ବଡ଼ ଭାଇ ଯୁବକ ମାନଙ୍କର ସାଥି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ପାତ୍ର, ନଗର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଅଜୟ କୁମାର ଭଞ୍ଜ, ଜିଲ୍ଲା ମିଡ଼ିଆ ସେଲ ପ୍ରଭାରୀ ଶ୍ରୀଯୁକ୍ତ ନବ କିଶୋର ଗୁରୁ, ବରିଷ୍ଠ ବିଜେପି ନେତା ନିରୋଦ କୁମାର ସାହୁ, ନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସଂକଳ୍ପ ଦାସ ଙ୍କ ସମେତ ବହୁ ବରିଷ୍ଠ ବିଜେପି କର୍ମୀ, ଯୁବମୋର୍ଚ୍ଚା ର ଭାଈ ମାନେ ଓ ବହୁ ହକି ଖେଳାଳି ଉପସ୍ଥିତି ଥିଲେ।

Leave a comment

Your email address will not be published. Required fields are marked *