#Breaking News #Uncategorized

ପଦ୍ମଶ୍ରୀ ପୁର୍ଣମାସୀ ଜାନୀ ଅସୁସ୍ଥ, ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି


ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ର ପଦ୍ମଶ୍ରୀ ପୁର୍ଣମାସୀ ଜାନୀ ହଟାତ ଆଜି ଅସୁସ୍ଥ ହୋଇପଡିଛନ୍ତି !ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ଭେଷଜ ୱାର୍ଡ଼ରେ ଭର୍ତ୍ତି କରାଯାଇଛି । ବୟସାଧିକ କାରଣରୁ ତାଙ୍କ ଦେହ ହଟାତ ଅସୁସ୍ଥ ହୋଇପଡ଼ିଥିଲା!ବର୍ତମାନ ଫୁଲ ବାଣୀସ୍ଥିତ ସଦରମହକୁମା ଡାକ୍ତରଖାନାରେ ଡାକ୍ତର ମାନେ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର. ଅଜିତ ଦଳେଇ କହିଛନ୍ତି ।
ପୂର୍ଣ୍ଣବାସୀ ଜାନୀ ଓ ରଫ ତାଡିସରୁ ବାବାଙ୍କୁ ନିକଟରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା ।

Leave a comment

Your email address will not be published. Required fields are marked *