#Breaking News #Uncategorized

କନ୍ଧମାଳ ରେ ପୁଣି ୬୨ନୁତନ ପଜିଟିଭ ଚିହ୍ନଟ, ଫୁଲ ବାଣୀ ସହରରୁ ସର୍ବାଧିକ ୧୦ ପଜିଟିଭ,ମୋଟ ପଜିଟିଭ ସଂଖ୍ୟା ୪୪୮


ଫୁଲବାଣୀ-( ସୁନୀଲ ପଟନାୟକ) ଦିନକୁ ଦିନ କରେ। ନା ପଜିଟିଭ ସଂଖ୍ଯା କନ୍ଧମାଳ ଜିଲ୍ଲାରେ ବଢିବାରେ ଲାଗିଛି। ସୋମବାର ଜିଲ୍ଲାରେ ପୁଣି ୬୨ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରୁ ଆଜି ୧୦ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।ଆଜି ସହର ର୧୦କରେ। ନା ପଜିଟିଭ ମଧ୍ୟରୁ ପେଜିଂ ସାହିରୁ ୨ ଜଣ ଚିହ୍ନଟ ହୋଇଥିବାବେଳେକେନ୍ଦୁପଦର ୨,ମେଡିକାଲ କାମ୍ପସ ୧,ନଦୀ ଖଣ୍ଡି ସାହି ୧ନାରାୟଣୀ ରୋଡ୨, ଭିଜିଲାନ୍ସ ଅଫିସ୍ ନିକଟ ୧, ଓକଣ୍ଟ ।କ୍ଟରପଡ଼ା ୧ ଚିହ୍ନଟ ହୋଇଛନ୍ତି ।
, ଫଳରେ ସହରରେ ବିଭିନ୍ନ ସାହି ପଜିଟିଭ ଚିହ୍ନଟ ହୋଇଥିବା ପ୍ରଶାସନ ସୁଚନା ଦେଇଛି ।
ଫଳରେ ଦିନକୁ ଦିନ ସହରରେମାଇକ୍ରୋ କଣ୍ଟେନମେଣ୍ଟ ଜୋନ ମଧ୍ୟ ବଢି ଚାଲିଥିବା ଦେଖିବାକୁ ମିଳୁଛି । ସେହିପରି ଫୁଲ ବାଣୀ ସହର ୧୦ ଜଣ କୁ ବାଦଦେଲେ ଜିଲ୍ଲାର ବାଲିଗୁଡ଼ା ଏନ ଏ ସି ରୁ ୭ଓ ଗ୍ରାମ। ଞ୍ଚଳରୁ ୧ ଜଣ କରୋନାପଜିଟି ଭ ରୋଗୀ ଚିହ୍ନଟ ହୋଇଥିବାବେଳେ ଦାରିଙ୍ଗବାଡି ୫,ଜିଉଦୟ ଗିରି ୬,କନୁଆଗାଁ ୪, କନ୍ଧ ମାଳ ୧,ଖଜୁରିପଡା ୫, ରାଇକିଆ ୯, ଫିରିଙ୍ଗିଆ ୨ ଟିକାବାଲି ୯, ଫିରିଙ୍ଗିଆ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସରକାରି ରିପୋର୍ଟରୁ ଜଣାପଡିଛି, I
ତେବେ ଫୁଲବାଣୀ ସହରରେ କରେ।ନା ପଜିଟିଭ ଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଫଳରେ ସହର ବାସୀ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି । ବର୍ତ୍ତମାନ ସୁଧା ୪୪୮ ଜଣ ଜିଲା ରେ କରେ। ନା ସଂକ୍ରମିତ ଚି କିତ୍ସିତ ହେଉଛନ୍ତି।

.

Leave a comment

Your email address will not be published. Required fields are marked *