#Breaking News

ଲାଇନ ପଡା ରେ ଜ଼ିଲ୍ଲା ସ୍ତରୀୟ ଫୁଟ ବଲ ଟୁର୍ଣ୍ଣା ମେଣ୍ଟ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧ ମାଳ ଜ଼ିଲ୍ଲା ଚକାପାଦ ବ୍ଲକଅନ୍ତର୍ଗତ ଲାଇନପଡା ଖେଳ ପଡିଆଠାରେ ଗୁରୁବାର ଜିଲ୍ଲାସ୍ତରିୟ ଫୁଟ ବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଇଥିଲା l
ଏଥିରେ ଜ଼ିଲ୍ଲାର ବିଭିନ୍ନ ଅଂଚଳ ରୁ 16 ଟି ଟିମ ଭାଗ ନେଇଛନ୍ତି l
ଆଜିର ଉଦଘାଟନୀ ମ୍ୟାଚ ରେ ନୂଆଗାଁ କୁ କଲାଡ଼ି ମଧ୍ୟରେ ଅନୁଷ୍ଠିତ ହୋଈ ଥିଲା l
, ମୁ ଖ୍ୟ ଅତିଥି ଭାବେ କୁସୁମେଣ୍ଡି ସରପଞ୍ଚ କିଶୋର ଚନ୍ଦ୍ର କହଁ ର, ଚକ୍ରପାଣି ନାୟକ, ସାମ୍ବାଦିକ ସଂଜିତ ନାୟକ, ସରତ ଚନ୍ଦ୍ର ବେହରା,ପ୍ରମୁଖ ଯୋଗ ଦେଇ କ୍ରୀଡ଼ା ହିଁ ଏକମାତ୍ର ମାଧ୍ୟମ ଯାହାକି ସୁସ୍ଥ ରଖିବା ସହ ପରସ୍ପର ମଧ୍ୟରେବନ୍ଧୁତା ଓ ଭାଇଚାରା ସୃଷ୍ଟି କରିବ ବୋଲି କହି ଥିଲେ,
ଏଥିରେ ଗ୍ରାମର ଛୋଟୁ, ସିପୁନ, ନୂତନ, ପ୍ରକାଶ, ଚିକୁନ, ପିକୁନ, ପ୍ରମୁଖ ସହଯୋଗ କରିଥିଲେ, l ଆଜିର ଉଦଘାଟନୀ ମ୍ୟାଚ ରେ ଟ୍ରାଇ ବେକର ଜରିଆରେ କଲାଡି ଦଳ 5-4 ଗୋଲ ରେ ନୂଆଗାଁ କୁ ପରାସ୍ତ କରିଥିଲା l
ଖେଳ ଦେଖିବାଲାଗି ଆଖ ପାଖ ଗ୍ରାମ ର ଶତାଧିକ ଲୋକ ଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *