ନରସିଂପୁରବ୍ଲକ୍ କୁ ଆସିଲେ 3005 ଓଡିଆ ପ୍ରବାସୀ।

admin | June 2, 2020 | 93 views |0 | Exclusive

ନରସିଂହପୁର,(ଉଲାପ୍ର) ନରସିଂହପୁର ବ୍ଲକ କୁ ଆସିଲେ 3005 ଓଡିଆ ପ୍ରବାସୀ। ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରବାସୀ ମାନଙ୍କୁ ରଖାଯାଇ ପର୍ଯ୍ୟାୟ କ୍ରମେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଘରକୁ ଛଡ଼ା ଯାଇଛି। ନରସିଂହପୁର ବ୍ଲକ୍ ସ୍ତରୀୟ covid-19 ର ଅଧ୍ୟକ୍ଷ ବିଡ଼ିଓ ପ୍ରଶାନ୍ତ କୁମାର ତରାଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ବ୍ଲକ୍ ରୁ 7 ଜଣଙ୍କୁ covid ହସ୍ପିଟାଲ୍ କୁ ଅଧିକ ସ୍ବାସ୍ଥ୍ୟ ସେବା ପାଇଁ ପଠାଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ବ୍ଲକ୍ ଚେୟାର ମ୍ୟାନ କିଶୋର ଚନ୍ଦ୍ର ମିଶ୍ର, ପଞ୍ଚାୟତ ସରପଞ୍ଚ, ଲୋକ ପ୍ରତିନିଧି ଓ ଜନ ସାଧାରଣ ପରିଚାଳନାରେ ସହଯୋଗ କରିଆସୁଛନ୍ତି।

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 29 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 295 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories