#Breaking News

ମାଟିଦୀପ ର ଚାହିଦା କମିବାରେ ଲାଗିଛି


ଫୁଲ ବାଣୀ(ସୁନୀଲ ପଟନାୟକ )
କରେ । ନା ସଂକ୍ରମଣ ଯୋଗୁଁ ବର୍ଷାଧିକ କାଳ ମନ୍ଦିର ବନ୍ଦ ଆଉ ତ।ସାଙ୍ଗକୁ ସରକାରଙ୍କ ଦୀପାବଳୀ ଓ ବାଣଫୁଟାଇବା ଉପରେ କଟକଣା ଯୋଗୁଁ ଲୋକେ ଆଉ ଆଗପରି ମାଟି ଦୀପ କିଣୁ ନାହାନ୍ତି । ତା ସାଙ୍ଗକୁ ଲିଚୁ ଲାଇଟ ର ମଧ୍ୟ ଡିମାଣ୍ଡ ବଢୁଛି ।
ଏପରି ସ୍ଥଳେ ମାଟିଦୀପ ତିଆରି କରି ଦୀପାବଳୀକୁ ଅନ।ଇଥିବା କୁମ୍ଭକାର ମାନେ ଏବେ ଚିନ୍ତାରେ ବସିଛନ୍ତି ।
ଏବର୍ଷ କରେ । ନା ସଂକ୍ରମଣ କମିଯାଇଛି ଆଉ ଜାକଜକମରେ ଲୋକେ ଦୀପାବଳୀ ଉତ୍ସବ ମନାଇବେ।
ଫଳରେ ମାଟି ଦୀପ ଭଲବିକ୍ରୀ ହେବ ଆଉ ଦି’ ପଇସା ଲାଭବାନ ମଧ୍ୟ ହେବେ ବୋଲି ଭାବି ଥିଲେ କୁମ୍ଭକାର। ତେବେ ମାଟିଦୀପର ଏତଟା ଚାହିଦା ନାହିଁ।କାଂଦ୍ଭା ଲୋକେ ବିଧିକୁ କିଣୁଛନ୍ତି । କେବଳ ପରିଶ୍ରମ ହିଁ ସାର ହେଉଛି । କିଛି ମୂଲ୍ୟ ମିଳୁନି ବୋଲି କୁମ୍ଭକାର ମାନେ କହିଛନ୍ତି । ଏପରି ସ୍ଥଳେ ଆଜିର ମହଙ୍ଗା ଯୁଗରେ ପରିବାର କିପରି ଚଳିବ ବୋଲି କହିଛନ୍ତି ସେମାନେ।

Leave a comment

Your email address will not be published. Required fields are marked *