#Breaking News

ମନ୍ତ୍ରୀ ପ୍ରତାପ ଜେନା ଙ୍କ ଗାଡ଼ି ଦୁଘଟଣା ଗ୍ରସ୍ତ, ଅଳ୍ପକେ ବର୍ତିଲେ ମନ୍ତ୍ରୀ


ଫୁଲବାଣୀ 6/2(ସୁନୀଲ ପଟନାୟକ) ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନାନିର୍ବାଚନ ପ୍ରଚାର ରରେ ଯାଉଥିବା ବେଳେ ଙ୍କ ଭେଟ କୋଲ୍ ଘlଟି ରେ ଭାରସାମ୍ୟ ହରାଇବା ଜୋଂଗୁଁ ଦୁର୍ଘଟଣାଘଟିଛି l ଗାଡ଼ିଟି ରାସ୍ତା କଡକୁ ଖସି ଯାଇଥିଲା l
ତେବେ ଅଳ୍ପ କେ ବର୍ତ୍ତୀ ଯାଇଥିଲେ ଲେ ମନ୍ତ୍ରୀ ଜେନା lମନ୍ତ୍ରୀ ଜେନାପ୍ରଥମ ଗାଡ଼ିରେ ବସିଥିବାବେଳେ ଏହାପି ଏ ଙ୍କ ଗାଡ଼ି ଥିଲା l ଫୁଲବାଣୀ ରୁ ନିର୍ବାଚନ ପ୍ରଚାରରେମନ୍ତ୍ରୀ ଜେନା ସୁଡୁରୁକୁମ୍ପା ଯାଉଥିବାବେଳେ ପି ଏ ଙ୍କ ଏହି ଗାଡ଼ି ଦୁର୍ଘଟଣା ଗ୍ରସ୍ତହୋଇଥିଲା l
ତେବେ ଏହି ଗାଡ଼ି ର ଡ୍ରାଇ ଭର ଙ୍କ କିମ୍ବା ପିଏ ଙ୍କ
କୌଣସି କ୍ଷତି ହୋଇନଥିବା ପଡ଼ିଛି l
ସଦର ପୋଲିସ ଘଟଣା ସ୍ଥଳ ରେ ପହଂଚି ତଦନ୍ତ କରୁଛି l
ତେବେ ଏ ନେଇ କାହାର ମତାମତ ମିଳିନାହିଁ l

Leave a comment

Your email address will not be published. Required fields are marked *