#Breaking News

ଟିକାବାଲି ଛତିଝର ଗ୍ରାମରେ ଅଭାବନୀୟ ଘଟଣା ନଦୀରେ ବୁଡି ଭାଇ ଭ ଉଣୀ ମୃତ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ ଛତିଝାର ଗ୍ରାମରେ
ଯୁଧିଷ୍ଟିର ଦେହୁରି ଙ୍କ ପୁଅ ୫ ବର୍ଷ ର ପୁଅ
ଯତିସ ଦେହୁରି ଓ ଚାରି ବର୍ଷ ର ଝିଅ ସାଲୁକି ନଦିରେ ଗାଧଇବା ବେଳେ ଗୋଡଖସି ଯିବା ଫଳରେ ପାଣିରେ ବୁଡିଯାଇଥିଲେ l କିଛି ଦୁରରେ ଗାଧଇବା ଲୋକ ମାନେଦେଖି ଦଉଡି ଆସି ଉଭୟ ଭାଇ ଭଉଣୀ ଙ୍କୁ ଉଧାର କରି ଚିକିତ୍ସାପାଇଁ ଟିକାବାଲି ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଥିଲେତେବେ ଡାକ୍ତର ଦେଖି ଉଭୟଙ୍କୁ ମୃତ ଘୋସଣା କରିଥିଲେ । ଖବର ପାଇ ଟିକାବାଲି ପୋ ଲିସଘଟଣା ସ୍ଥଳ ରେ ପହଂଚି ପହଞ୍ଚି ତଦନ୍ତ କରୁଛି। ଏହି ଦୁଖଦ ଘଟଣାପ୍ରସାରିତ ହେବା ପରେ ସାରା ଟିକାବାଲି ଅଞ୍ଚରେ ଶୋକ ର ଛାୟା ଖେଳିଯା ଇଛି ।

Leave a comment

Your email address will not be published. Required fields are marked *