#Breaking News

ମାଣିଆବନ୍ଧ ଗ୍ରାମରେ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ

ମାଣିଆବନ୍ଧ(ଉଲାପ୍ର)ବଡମ୍ବା ବ୍ଲକ ମାଣିଆବନ୍ଧ ଗ୍ରାମରେ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି।କରୋନା କଟକଣା ମଧ୍ୟରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ପୂଜା ମଣ୍ଡପ ଗୁଡିକ ଖାଁ ଖାଁ ଲାଗୁଛି, କେବଳ ମହାଲକ୍ଷ୍ମୀ ଙ୍କର ନୀତିକାନ୍ତି ଛଡା ଅନ୍ୟ କୌଣସି କାର୍ଯ୍ୟ କରାଯାଉନାହିଁ,ମହାଲକ୍ଷ୍ମୀ ପୂଜା ସମୟରେ ଏହି ବୁଦ୍ଧିଷ୍ଟ ଗ୍ରାମ ରେ ବନ୍ଧୁ ବାନ୍ଧବ ଭର୍ତି ହୋଇଯାଇ ଥାଆନ୍ତି,ହେଲେ ଗତ ଦୁଇବର୍ଷ ହେଲା ମହାମାରୀ ଯୋଗୁ ସବୁ ଯେମିତି ସୁନ ସାନ ହୋଇପଡିଛି।

Leave a comment

Your email address will not be published. Required fields are marked *