#Breaking News

ଲାଞ୍ଚୁଆ ସେକ୍ସନ ଅଫିସର ଭିଜିଲାନ୍ସ ହାତରେ ଧରାପଡ଼ିଲେ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଆଇ ଟି ଡି ଏ ସେକ୍ସନ ଅଫିସର ବସନ୍ତ କୁମାର ପାଣି ଜଣେ ଠିକାଦାର ଙ୍କ ସି କୁ ରି ଟି ଟଙ୍କା ବିଲ ପାସ କରିଦେବା ଲାଗି ଛ ହଜ଼ାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି l
ପୂର୍ବରୁ ବିଲ ପାସ ପାଇଁ ଦୁଇ ହଜ଼ାରଟଙ୍କା ନେଇଥିବାବେଳେ ବୁଧବାର ବାକି ଛ ହଜ଼ାର ଟଙ୍କା ନେଉଥିବା ବେଳେ ଫୁଲବାଣୀ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି l
ପାଣି ଙ୍କ ବl ସଭବନ ରେ ଭିଜିଲାନ୍ସ ର ୫ ଜଣିଆ ଟିମ ଚଢ଼ାଉ କରିଛି l
ବାସଭବନ ରୁ କୁ ଆଡେ ଟଙ୍କା ବାହାରୁଥିବା କୁହାଯାଉଛି l ତଦନ୍ତ ପରେ ସର୍ବିଶେଷ ତଥ୍ୟ ଜଣା ପଡିବ ବୋଲି ଭିଜିଲାନ୍ସ ଡି ଏସ ପି ଅରୁଣ ନାୟକ କହିଛନ୍ତି l ପାଣି ଙ୍କ ବିରୁଦ୍ଧରେ ପୂର୍ବରୁ ବହୁ ଦୁର୍ନୀତି ଅଭିଯୋଗ ହୋଇଆସୁଥିଲା l

Leave a comment

Your email address will not be published. Required fields are marked *