#Uncategorized

ଆଠଗଡ ଥାନାରେ ଘଟିଲା ଅଘଟଣ * ଯୁବକଙ୍କ ମାଡ଼ରେ ଲହୁ ଲୁହାଣ ୪ ଜଣ ଥାନା କର୍ମଚାରୀ *

ଯୁବକ ବାବୁଲି ସିଂ କୌଣସି କାମରେ ଆସିଥିଲେ ଥାନା କୁ, ମୁହଁରେ ବନ୍ଧା ହୋଇଥିଲା କପଡା, ଥାନା କର୍ମଚାରୀ ପଚାରିଥିଲେ ତୁ କିଏ ? କାହିଁକି ବାନ୍ଧିଛୁ ମୁହଁରେ କପଡା ବାସ ଏତିକିରେ ଯୁବକ ରାଗି ଯାଇ କହିଲେ ୫ ଟି ଲାଗୁ ହୋଇଛି ପରା, ମତେ ଭଲ ବ୍ୟବହାର ଦେଖେଇବା ପରିବର୍ତେ ତୁ କାହିଁକି କହିଲ ?

ମୁଣ୍ଡକୁ ରାଗ ଚଢି ଯାଉଥିବା ସମୟରେ ଜଣେ ପୋଲିସ ମୁହଁରୁ କପଡା ଖୋଲି ଦେବାକୁ ଚେଷ୍ଟା କରିବାରୁ ପ୍ରଥମେ ଉକ୍ତ ପୋଲିସ କୁ ଧକା ମାରିଥିଲା ପରେ ଆକ୍ରମଣ କରିବାକୁ ଚେଷ୍ଟା କରିବାରୁ ଅନ୍ୟ ପୋଲିସ କର୍ମଚାରୀ ତାକୁ ବୁଝା ସୁଝା କରି ଥାନା ରୁ ତାଡି ଦେଇଥିଲେ କିନ୍ତୁ ଉକ୍ତ ଯୁବକ ପୁଣି ଥରେ ରାତି ୯ ଘଟିକା ସମୟରେ ଆସି ଥାନା ଭିତରେ ତୁମୁଳ କାଣ୍ଡ ଭିଆଇଥିଲା

୪ ଜଣ କର୍ମଚାରୀ ଗୁରୁତର ଆହତ ହୋଇ ଆଠଗଡ ଡାକ୍ତରଖାନାଁରେ ଚିକିସ୍ତିତ ହୋଇଥିଲେ ଏବଂ ସେମାନଙ୍କ ଅବସ୍ଥା ଧୀରେ ଧୀରେ ସୁଧୁରୁଛି
ଉକ୍ତ ଯୁବକକୁ ଗିରଫ କରାଯାଇ ଅଦାଲତ କୁ ପ୍ରେରଣା କର ଯାଇଛି

Leave a comment

Your email address will not be published. Required fields are marked *