#Breaking News #Uncategorized

ବରଗଡ ନୁତନ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

ବରଗଡ:-ପଶ୍ଚିମ ଓଡିଶା କଳାକାର ମହାସଂଘ ସଭ୍ୟମାନେ ବରଗଡ଼ରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ମୋନିଷା ବାନାର୍ଜୀ ଆଇ ଏ ଏସ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏଥିରେ ପଶ୍ଚିମ ଓଡିଶା କଳାକାର ମହାସଂଘ ତଥା ରାଜ୍ୟ କଳାକାର ସଂଘ ର ସଭାପତି ଚୈତନ୍ୟ ପାଇକ ଏବଂ ଉପ ସଭାପତି ତଥା ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର କଂସ ମହାରାଜ ଭୁବନେଶ୍ବର ପ୍ରଧାନଙ୍କ ସମେତ ପଶ୍ଚିମ ଓଡିଶା କଳାକାର ମହାସଂଘର ସଭ୍ୟମାନେ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *