#Breaking News

ଚିକିତ୍ସାଧୀନ ଅବସ୍ଥା ରେ ଦନ୍ତାହାତୀ ମୃତ

ଢେଙ୍କାନାଳ ଜିଲ୍ଲା ରେ ଆଜି ସକାଳେ ଷଡଙ୍ଗୀ ଅଞ୍ଚଳର ଲାହଡା ‘ବିଆରଏଫ୍ ଭିତରେ ଥିବା ଷଡଙ୍ଗୀ ରେ ଚିକିତ୍ସିତ ହେଉଥିବା ୭ ବର୍ଷୀୟ ଦନ୍ତାହାତୀ ମୃତ୍ୟୁ ଘଟିଛି। ଦୁର୍ବଳ ହାତୀଟିକୁ ଟ୍ରାକ କରା ଯାଇ ଗତ ୨ଦିନ ଧରି ସେ ଚିକିତ୍ସିତ ହେଉଥିଲେ। ସାତକୋସିଆ ଏବଂ କପିଲାଶ ପ୍ରାଣୀ ଚିକିତ୍ସା ଅଧିକାରୀ ଚିକିତ୍ସା କରିଥିଲେ। ପ୍ରାଥମିକ ତଥ୍ୟରୁ ଏହା ଦୁର୍ବଳ ହୋଇଥିବାରୁ ସେପ୍ଟିସେମିଆ କାରଣରୁ ମୃତ୍ୟୁ ଘଟିଛି ସୁଚନା । ଏହାର ବ୍ୟବଚ୍ଛେଦ ପରେ ନମୁନାଗୁଡିକ ବନ୍ୟପ୍ରାଣୀ ବିଶେଷଜ୍ଞ ପାଖକୁ ପଠାଯିବା ପରେ ଏହାର ପ୍ରକୃତ କାରଣ ଜାଣିହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a comment

Your email address will not be published. Required fields are marked *