#Breaking News #District

ନୂତନ ସଦର ଥାନା ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ


ଫୁଲବାଣୀ( ଉଲ୍ଲାପ୍ର)
ଫୁଲବାଣୀ ସଦର ଥାନାରନୂତନ ଥାନା ଅଧିକାରୀ ଭାବେ ସିତାନ୍‌ସୁ ଶେଖର ମାନ୍ଧାତା କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବରୁ ସଦର ଥାନା ଅଧିକାରୀ ସମୀର କୁମାର ରାଉତ ଗଞ୍ଜାମ ଜିଲ୍ଲାକୁ ବଦଳୀ ହୋଇଯିବା ପରେ ଉକ୍ତ ସ୍ଥାନ ଖାଲି ପଡ଼ିଥିଲ। ।
ନୂତନ ଥାନା ଅଧିକାରୀ ମାନ୍ଧାତା ଙ୍କୁ ସଦର ଥାନା ର ସମସ୍ତ କର୍ମଚାରୀ ଉଛ ସ୍ଵୀତସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସଦର ଥାନା ଏସଆଇ ସମ୍ବିତ ବେହେରାଙ୍କ ସଭାପତିତ୍ଵ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଥାନା ର ସମସ୍ତ କର୍ମଚାରୀ । ହୋମଗାର୍ଡ ସଂଘ ସଭାପତି ବିରାଜ ପ୍ରଧାନ ସମେତ ଅନ୍ୟମାନେ ରୀସ୍ଥିତ ରହି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ଏହି ଅବସର ରେ ନୂତନ ଥାନା ଅଧିକାରୀ ମାନ୍ଧାତା ସର୍ବଦା ନିଷ୍ଠା ଓ ଆନ୍ତରୀକତାର ସହ କାର୍ଯ୍ୟ କରିଥ ବା ସହ ଅଞ୍ଚଳ ବାସୀ ଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି ଯଥାସାଧ୍ୟ ଉଦ୍ୟମ କରିବେ ବୋଲି କହିଥିଲେ ।

Leave a comment

Your email address will not be published. Required fields are marked *