#Breaking News #Uncategorized

ବିପୁଳ ପରିମାଣ ର ଗଂଜେଇ ଜବତ, ୩ ଗିରଫ


ଫୁଲବାଣୀ- (ସୁନୀଲ ପଟନାୟକ)
.ସୋମବାର ଫିରିଙ୍ଗିଆ ପୋଲିସ କୁ ମିଳିଛି ବଡ ସଫଳତା l କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ପାଡିପାଙ୍ଗା ଅଞ୍ଚଳରୁ ପୋଲିସ ୧୭ କୁଇଣ୍ଟାଲ ରୁ ଉର୍ଦ୍ଧ୍ଵ ଗ6ଜଂ ଇ ଜବତ, କରିଛି ଓ ଏ ସଂପର୍କରେ୩ ଜଣ ଅଭିଯୁକ୍ତ ମଧ୍ୟ ଗିରଫ କରିଛି ପୋଲିସ।
ସୂଚନାଯୋଗ୍ୟଯେ ଏ ସବୁ ଚୋରା ଗ6ଜଂ ଇ ବାହାରକୁ ଚାଲାଣ କରିବାକୁ ଗାଁ ରାସ୍ତା ଉପରେ ରଖାଯାଇଥିଲା। କନ୍ଧମାଳ ଏସପି ବିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଫିରିଙ୍ଗିଆ ଥାନା ପୋଲିସ ଏସଆଇ ପ୍ରଦୀପ କୁମାର ରାଉଳ ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଗ 6ଜଂ ଇ ସବୁ ଜବତ କରିବା ସହ ୩ଜଣ ଅଭିଯୁକ୍ତ କୁ ଗିରଫ କରି ଥଲେ । ଗିରଫ ଅଭିଯୁକ୍ତମାନେ ହେଲେ ସୁମନ୍ତ କହଁର,ପିତ ବାସ କହର, ଓ କୁମର ବେହରା ବୋଲି ପୋଲିସ କହିଛି । ଏ ନେଇ ଫିରିଙ୍ଗିଆ ପୋଲିସ୬୪/୨୧ରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି ।

Leave a comment

Your email address will not be published. Required fields are marked *