#Breaking News

ଆୟୁର୍ବେଦିକ ମେଡ଼ିସିନ ଡିପୋ ଉଦଘାଟିତ


ଫୁଲବାଣୀ
ଫୁଲବାଣୀ ସହର ର ଅରବିନ୍ଦ ନଗର
ଠାରେ ଏକ ଆୟୁର୍ବେଦିକ ଡିପୋ କୁ ଶୁକ୍ରବାର ଫୁଲବାଣୀ ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭଉଦଘାଟନ କରିଥିଲେ l ଏହିଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତି ଦିନକୁ ଦିନ ଆୟୁର୍ବେଦିକ ମେଡ଼ିସିନ ର ଚାହିଦା ବଢ଼ିବାରେ ଲାଗିଛି lଲୋକେ ବହୁସଂଖ୍ୟାରେ ବ୍ୟବହାର ମଧ୍ୟ କରୁଛନ୍ତି ବୋଲି କହିଥିଲେ l
ଏହି ଅବସର ରେ ମହମଦ ଜାକିର ଖାଁ, ମଡରନ ଆୟୁର୍ବେଦିକ ଡିପୋ ମାଲିକ ପ୍ରେମନାଥ ପ୍ରଧାନ ପ୍ରମୁଖ ଙ୍କ ସମେତ ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *