#Breaking News

ଶିଶୁର ଚିକିତ୍ସା ପାଇଁ ଏବିଭିପି ପକ୍ଷରୁ ଅର୍ଥ ସଂଗ୍ରହ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ବିଶିପଡା ଗ୍ରାମର ଦୁରା ରୋଗ ରେ ଆକ୍ରାନ୍ତ ହେଇଥିବା 19 ମାସର କୋମଳ ଶିଶୁ ରାଜବୀର ର ଚିକିତ୍ସା ନିମନ୍ତେ ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ,(ଏ ବି ଭି ପି )କନ୍ଧମାଳ ପକ୍ଷରୁ କନ୍ଧମାଳ ଜ଼ିଲ୍ଲା ଟିକାବାଲି ନଗର ଶଙ୍କରାଖୋଲ ଶାଖା ତରଫରୁ ଦଶ ଦିନିଆ ଅର୍ଥ ସଂଗ୍ରହ ଅଭିଯାନ ଆଜି ସମାପ୍ତ ହେlଇଛି I ସଂଗ୍ରହ ହେଇଥିବା ଅର୍ଥ ରାଜବୀରର ପିତା ଙ୍କବ୍ୟାଙ୍କ account ନମ୍ବର ରେ ଜମା କରିଦିଆଯାଇଛି l ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଏ ବି ଭି ପି ପରିବାର କୋମଳମତି ଶିଶୁ ରାଜବୀରର ସୁସ୍ଥ ଜୀବନ ପ୍ରାର୍ଥନା କରୁଛି lରାଜବୀର ଯେପରି ସୁସ୍ଥ ହେବ ସେଥିପାଇଁ ଏ ବି ଭି ପି ପକ୍ଷରୁ ଉଦ୍ୟମ ଜାରି ରହିବ ବୋଲି କର୍ମକର୍ତା ମାନେ କହିଛନ୍ତି l

Leave a comment

Your email address will not be published. Required fields are marked *