#Breaking News

କରୋନା ସଚେତନ ପାଇଁରାଜ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ସେଲ ସଭାପତି ମୁନା ଖାଁ କନ୍ଧମାଳରେ


ଫୁଲବାଣୀ- (ସୁନୀଲ ପଟନାୟକ)
କରେ । ନା ମହାମାରୀ ସଂପର୍କରେ ଲୋକଙ୍କୁ ସଚେତନ କରିବା ସହ ମାସ୍କ ବାଣ୍ଟିବା ପାଇଁ ରାଜ୍ୟସଭା ସାଂସଦ ତଥା ରାଜ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ସେ ଲ।ସଭାପତି ମୁନା ଖାଁ ଶନିବାର କନ୍ଧମାଳ ଗସ୍ତରେ ଆସିଛନ୍ତି ।
ସ୍ଥାନୀୟ ସର୍କିଟ ହାଉସ ଠାରେ ରାଜ୍ୟସଭା ସାଂସଦ ପହଞ୍ଚିବା ପରେ ଜିଲ୍ଲା ମାଇନ ରଟି ସେଲସଭାପତି ଜୟାନନ୍ଦ ନା ଏକ, ସାଧାରଣ ସଂପାଦକ ଇମାନୁଏଲରଥ,ରୀଜ୍ୟ ସଂପାଦକ ମହମଦ ୟାସିନ, ପେଞ୍ଜିସାହିୱ।ର୍ଡସଭାପତି ସୁଶାନ୍ତ ମୁଖୀ, ପ୍ରତ।ପମୁଖୀ। ବିମଳନାଏକ, ପ୍ରମୁଖ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ପ୍ରଥମେ ଜିଲ୍ଲାର ଜିଉ ଦୟଗିରି, ଓ ରାଇକିଆ ବ୍ଳକ ଅଞ୍ଚଳରେ କରେ। ନା ସଚେତନ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସାଂସଦ ମୁନା ଖାଁ କହିଛନ୍ତି ।
ସେହିପରି ପେଟପ ।ଙ୍ଗା ଠାରେ ଏକ ନୂତନ ମିଶନ ଶକ୍ତି ଗୃହ ଓ ଲାଇବ୍ରେରୀଗୃହର ଶୁଭ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି

Leave a comment

Your email address will not be published. Required fields are marked *