#Breaking News #District #Entertainment

ଜଷ୍ଟ ଫର ୟୁ ସେବା ସଙ୍ଘ ରଜ ଅବସରରେ ଆସ ହସ ବାଣ୍ଟିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଠଗଡ ( ଉଲ୍ଲାପ୍ର )ଆଠଗଡ଼ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜଷ୍ଟ ଫର ୟୁ ସେବା ସଙ୍ଘ ରଜ ଅବସରରେ ଆସ ହସ ବାଣ୍ଟିବା କାର୍ଯ୍ୟକ୍ରମ ଢେଙ୍କାନାଳ ସ୍ଥିତ ଗୋବିନ୍ଦପୁର ଠାରେ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ଠାରେ ଅନୁଷ୍ଠିତ ହୋଇଛି.ସଂଗଠନ ର ସଭାପତି ସୁଧାଂଶୁ ଶେଖର ସାହୁ ଙ୍କ ନେତୃତ୍ୱ ରେ ମ୍ୟୁଜିକ ଚେୟାର, ହୁଳହୁଳି, ରାଜଗୀତ, ନୃତ୍ୟ,ପୁଚି ପ୍ରତିଯୋଗିତା କରି କୃତି ମାନଙ୍କୁ ମାନପତ୍ର ଏବଂ ଟ୍ରଫି ପ୍ରଧାନ କରାଯିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ ଥିଲା ଏହି କାର୍ଯ୍ୟକ୍ରମ ରେ ଆଲୋକ ରାଉତ, ସ୍ମୃତିରଞ୍ଜନ ମହାନ୍ତି, ସମ୍ବିତ ପ୍ରଧାନ, ସାଇ ଶ୍ଵେତା ସାହୁ, ଜିତେନ୍ଦ୍ର ମହାନ୍ତି, ସାଇନିଙ୍ଗ ସାହାଣୀ,ପାଏଲ ବର୍ମା,ଶୁଭଦର୍ଶୀ ଦାସ ଉପସ୍ଥିତ ଥିଲେ…

Leave a comment

Your email address will not be published. Required fields are marked *