#Breaking News

ସହୀଦସ୍କୃତିରେ ମିଡିଆ ଏକାଦଶ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ,୩୨ ରନ ରେ ମିଡ଼ିଆ ଏକାଦଶ ବିଜୟୀ


ଫୁଲବାଣୀ୩୦/୧୦(ସୁନୀଲପଟନାୟକ)
ସହୀଦଙ୍କ ସ୍ମୃତିରେ ଶନିବାର ସ୍ଥାନୀୟ ପୋଲିସ ରିଜର୍ଭ ପଡିଆଠାରେ ପ୍ରେସ କ୍ଳବ୍ ମିଡିଆଏକାଦଶ ଓ ପୋଲିସ ଅଫିସର ଏକାଦଶ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫ ଓଭର ଲେଖାଏ ଖେଳ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ୩୨ ରନ ରେ ମିଡ଼ିଆ ଏକାଦଶ ବିଜୟୀ ହୋଇଥିଲେ । ମିଡ଼ିଆ ଏକାଦଶ ୧୫ ଓ ଭରରେ୫ ୱିକେଟ ହରାଇ୧ ୧ ୭ ରନ ସଂଗ୍ରହ କରିଥିବାବେଳେ ପୋଲିସ ଏକାଦଶ ସମସ୍ତ ୱିକେଟ ହରାଇ ରନ କରିଥିଲେ ।


ପ୍ରେସ କ୍କ୍ବ୍ବ ବର ସଭାପତି ସୁନୀଲ ପଟ୍ଟନାୟକ ଓ ସଂପାଦକ ପ୍ରଶାନ୍ତ ବେହେରା ଓ କର୍ମ କର୍ତ୍ତାଙ୍କ ତତ୍ତ୍ଵାବଧାନରେ ଓପରିଚାଳନାରେ ମିଡ଼ିଆ ଏକାଦଶ ଟି ମ ମ୍ୟାଚ ଖେଳି ଥିବାବେଳେରିଜର୍ଭ ଆର ଆଇ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସମେତ ବରୀଷ୍ଠ ଅଧିକାରୀଙ୍କ ପରିଚାଳନାରେ ପୋଲିସ ଏକାଦଶ ମ୍ୟାଚ ଖେଳିଥିଲାl ।
ମିଡ଼ିଆ ଏକାଦଶ କ୍ୟାପ୍ଟେନ ରଂଜନ କୁମାର ଦାସ ଓ ଭାଇସ କ୍ୟାପ୍ଟେନ ବାଳକୃଷ୍ଣ ଚର୍ଚୀ ରହି ଥିବାବେଳେ ପୋଲିସ ଏକାଦଶ କାପ୍ଟେନ ଥିଲେଏସ ଡି ପି ଓ ମହେନ୍ଦ୍ରନାଥ ମୁର୍ମୁ lମିଡ଼ିଆ ଏକାଦଶ ର ସିଵନାୟକ 54ରନ ସଂଗ୍ରହ କରି ମେନ ଅଫ ଡି ମ୍ୟାଚ ହୋଇଥିଲେ lଦୀପକ ସାହୁ ବେଷ୍ଟ ବୋଲର ଘୋଷିତ ହୋଇଥିଲେ l
ଏଭଳି ଖେଳିବାଦ୍ୱାରା ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ସମ୍ପର୍କ ଓ ଭାଇଚାରା ବୁଦ୍ଧି ପାଇବ ବୋଲି ଏହି ଅବସରରେ ବରୀଷ୍ଠ
ଅ ଧିକାରି ମାନେ ମତବ୍ୟକ୍ତ କରିଥିଲେ ।
କମାଣ୍ଡାଣ୍ଟ ଏସ କେ ଦଣ୍ଡସେନା, ଜ଼ିଲ୍ଲା କ୍ରୀଡ଼ାସମ୍ପାଦକ ତଥା ସାମ୍ବାଦିକ ଶିବ ପ୍ରାସାଦ ତ୍ରିପାଠି, ବରିଷ୍ଠ ସାମ୍ବାଦିକ, ଡ଼, ଅରୁପ ଜେନା, ବିଜୟ ମହାନ୍ତି, ନାରାୟଣ ସାହୁ, ସନ୍ତୋଷ ଡିଗାଲ, ଶିବାନନ୍ଦ ପଟନାୟକ, ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନକୁ ଉତ୍ସାହିତ କରିଥିଲେ lଜୀବନ ଜ୍ୟୋତି ଜେନା ଓ ଅମରୀଶ୍ୱର ପାତ୍ରସୁନ୍ଦର ଭାବେ ଓମପାଇର କରିଥିଲେ l

Leave a comment

Your email address will not be published. Required fields are marked *