#Breaking News

ଚବିସ କେ ଜି ଗଂଜେଇ ସହ ଦୁଇ ଗିରଫ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଅବକାରୀ ବିଭା ଗ ଦ୍ଵାରା 24 କିଲୋ ଗଞ୍ଜେଇ ଗୋଟଏ କର ସହ ଦୁଇଜଣ ଙ୍କୁ ଗିରଫ କରିଛି l ସୂଚନାଯୋଗ୍ୟ ଯେ, ନୂଆ ପଦର ଠାରୁ ବାହାରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବିଶେଷ ସୂତ୍ରରୁ ଖବର୍ ପାଇ ଅବକାରୀ ବିଭାଗ କଲେଜ ଛକ ଠାରେ ମାଡ଼ି ବସିଥିଲେ କର କୁ ସର୍ଚ୍ଚ କଲାବେଳେ 24 କେଜି ଗଞ୍ଜେଇ ଯାବତ୍ କରିଛନ୍ତି l ଦୁଇ ଗିରଫ ହେଲେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୋତିଙ୍ଗୀଆ ଗ୍ରାମର ଦେବରାଜ କହଁର l କୁମ୍ଭାରୀ ଗୁଡ଼ା ର ପବିତ୍ର ମଲ୍ଲିକ l ଜବତ ଗଞ୍ଜେଇ ର ହାରାହାରି ମୂଲ୍ୟଏକ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ କହିଛି l

Leave a comment

Your email address will not be published. Required fields are marked *