#Breaking News #Uncategorized

ନାବାଳିକା ଅପହରଣ ମାମଲାରେ ଜଣେ ଗିରଫ


ଫୁଲବାଣୀ_(ସୁନୀଲ ପଟନାୟକ) ଏକ ନାବାଳିକା ଅପହରଣ ମାମଲାରେ ଗୁରୁବାର କନ୍ଧମାଳ ଜିଲ୍ଲା ଟିକାବାଲି ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ଭଜଂ ନଗର ନିକଟ ମୁଜାଗଡ଼ ଅଞ୍ଚଳର ଗୁଣ୍ଡରିବାଡିର ହେମନ୍ତ ନା ଏକ ।
ଏକ ବିବାହ କାର୍ଯ୍ୟକ୍ରମରୁ ନାବାଳିକାକୁ ହେମନ୍ତ ଅପହରଣ କରିନେଇଥିଲା।
ଏନେଇ ନାବାଳିକାର ପରିବାର ଲୋକେ ଟିକାବାଲି ଥାନାରେ ଅଭିଯୋଗ କରି ଥିଲେ।
ଫଳରେ ଟିକାବାଲି ପୋଲିସ ଏ ନେଇ ଏକ ମାମଲା ରୁ ଜୁ କରି ଗୁଣ୍ଡରି ବାଡି ଅଞ୍ଚଳରୁ ଗିରଫ କରିବାପରେ ଗୁରୁବାର କୋର୍ଟଚାଲାଣ କରିଥିଲା।

Leave a comment

Your email address will not be published. Required fields are marked *