#Breaking News

ଟାଟା କମ୍ପାନୀର ଶୋଷଣ ବିରୋଧରେ ଆପ୍ ର ଗର୍ଜନ


ବରଗଡ଼: ଟାଟା କମ୍ପାନୀର ଶୋଷଣ ବିରୁଦ୍ଧରେ ଆମ୍ ଆଦମୀ ପାର୍ଟି ର ପ୍ରତିବାଦ କାର୍ଯ୍ୟକ୍ରମ ଆରମ୍ଭ ।୨୦୦ ୟୁନିଟ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ସମସ୍ତ ପରିବାର ଙ୍କୁ ବିନାମୂଲ୍ୟରେ ବିଦ୍ୟୁତ ଯୋଗାଇବାକୁ ଆପ୍ ଦାବି କରିଛି । ସେହିପରି ଏରିଅର ଅସୁଲି କୁ ବିରୋଧ କରିବା ସହ ଅଘୋଷିତ ପାୱାର କଟ୍ ଓ ୨୪ ଘଣ୍ଟା ବିଦ୍ୟୁତ ସରବରାହ ରଖିବାକୁ ଆମ୍ ଆଦମୀ ପାର୍ଟି ଦାବି କରିଛି । ରବିବାର ଗାନ୍ଧୀଛକ ଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ରେ ଜିଲ୍ଲା ଆବାହକ ଭବାନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମହିଳା ନେତ୍ରୀ ମରିୟମ ବାର୍ଳା, ଅସିତ ସାହୁ, ସତ୍ୟବ୍ରତ ସାହୁ, ଦିଲୀପ ବାର୍ଳା, ଗୁରୁପ୍ରୀତ ସିଂ, ସିଲାସ ଲୁଗୁନ, ସବିତା ମଲ୍ଲିକ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *