#Breaking News

ଜିଲ୍ଲା ପ୍ରଶାସନର ଉଦ୍ୟମରେ ଲାଲ ଗଡ଼ରେ ଶାନ୍ତିପୂର୍ଣ୍ଣ ଭୋଟଗ୍ରହଣ


ଫୁଲବାଣୀ(ସୁନୀଲପଟନାୟକ )
କନ୍ଧମାଳଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ପ୍ରଚେଷ୍ଟାରେ ଲାଲଗଡ ଭାବେ ପରିଚିତ ତୁମୁଡିବନ୍ଧ ଓ କୋଟଗଡ଼ବ୍ଲ୍କ୍କ୍କ୍କରେ ଶୁକ୍ରବାର ନିର୍ବାଚନ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣଭାବେ ଅନୁଷ୍ଠିତ ହୋଇଥିଲା । ଲୋକେ ବେଶ ଆଗ୍ରହର ସହ ଆସି ଭୋଟ ଦେଇଥିଲେ । ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଭୋଟ।
କନ୍ଧମାଳଜିଲ୍ଲାପାଳ.ଡାବୃନ୍ଦାଡିଓ
ଏସ ପି. ଭିନିତ ଅଗ୍ରୱାଲଙ୍କ ସଠିକ ପରିଚାଳନା ସାଙ୍ଗକୁ ବାଲିଗୁଡାଉପଜିଲାପାଳ ଦୁଃଖବନ୍ଧୁ ନା ଏକଙ୍କ ଆନ୍ତରିକ ଉଦ୍ୟମ, କାର୍ଯ୍ୟ ଦକ୍ଷତା, ସିଧାସଳଖ ତତ୍ତ୍ଵ । ବଧାନରେ ଶାନ୍ତିପୂର୍ଣ୍ଣ ଭୋଟଗ୍ରହଣ ସମ୍ଭବ ହୋଇଥିଲା ଭୟରେ ଥିବା ଫୁଲିଙ୍ଗ କର୍ମଚାରୀମାନେ ସୁରକ୍ଷିତ ଭାବେ ଯାଇ ଭୋଟ ଗ୍ରହଣ ପରେ ଫେରିଆସିଛନ୍ତି । ଯାହାକି ପ୍ରଶାସନ ପାଇଁ ଏକ ବଡ଼ ଚାଲେଞଥିଲା।
ସଠିକ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା କରି ପ୍ରଶାସନ ମା ଓ ବାଦୀଙ୍କୁ ମୁହଁ ତୋଡ଼ ଜବାବ ଦେଇଛି। କୋଟଗଡ଼ବ୍ଳକ ରେ ୮୨.୬୯ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବାବେଳେ ତୁମୁଡିବନ୍ଧରେ ୭୬.୨୨ ପ୍ରତିଶତ ଭୋଟ ଗ୍ରହଣ ହୋଇଛି ।
ତେବେ ଆସନ୍ତାକାଲିରବିବାର ୨୦ରେ ମା ଓ ଅଞ୍ଚଳ ଭାବେ ପରିଚିତ ଫିରିଙ୍ଗିଆ ସମେତ ଖଜୁରିପଡା, ଓ ଫୁଲବାଣୀ ବ୍ଳକର ୫ଟି ଜିଲା ପରିଷଦ, ୪୯ସରପଞ୍ଚ, ୪ ୯ ସମିତି ସଭ୍ୟ ଓ ୱ ୲ର୍ଡସଭ୍ୟ ପାଇଁ ଭୋଟ ହେବ। ୧ଲକ୍ଷ୨୬ ହଜାର ୬୦୧ ଭୋଟର° ସମାନଙ୍କ ମତଦାନ ସାବ୍ୟସ୍ତ କରିବେ ।

Leave a comment

Your email address will not be published. Required fields are marked *