#Breaking News #District

କନ୍ଧମାଳରେ ଲଗାଣ ବର୍ଷା ଜାରୀ
ଗଛ ପଡିରାସ୍ତା ଅବରୋଧ


ଫୁଲ ବାଣି (ସୁନୀଲ ପଟନାୟକ)
ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ବର୍ଷାରେ ଆଜି ବାଲିଗୁଡ଼ ନିକଟ ମାହାସିଙ୍ଗ ମୁଖ୍ୟରାସ୍ତାକଡ଼ର ଗଛ ଉପୁଡି ପଡିବା ଫଳରେ ରାସ୍ତା ଅବରୋଧ ହୋଇଥିଲା। ଅନେକ ଗାଡି ମଟର ଅଟକି ରହି ଥିଲା ଖବର ପାଇଓଡ୍ରାଫ ଟିମ ପହଞ୍ଚି ଗଛ
କାଟି ରାସ୍ତା ସଫା କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ସେହିପରି ଲଗାଣ ବର୍ଷାରେ ଦାରିଙ୍ଗବାଡ଼ି ବୁଡ଼ା ଗୁଡ଼ା ଠାରେ ହାଇସ୍କୁଲ ପାଚେରୀ ଭୁଷୁଡି ପଡିଥିଲା।
ଲଗାଣ ବର୍ଷାରେ ଜିଲାର ଅନେକ ସ୍ଥାନରେ ରାସ୍ତା ଧୋଇ ହୋଇଯିବା ଫଳରେ ଗମନା ଗମନ
ହୋଇପଡିଛି । କଚା ଘର ମଧ୍ୟ ନଷ୍ଟ ହୋଇଛି । ପିଲାସାଲ କି ନଦୀ ରେ ବନ୍ୟା ଜଳ ଆସିବା ଫଳରେ ଡ୍ୟାମ ଉପରେ ୨ ରୁ ୩ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି।

Leave a comment

Your email address will not be published. Required fields are marked *