#Breaking News #Uncategorized

କିନ୍ନର ପାଳିଲେ ସାଵିତ୍ରୀ ବ୍ରତ


ଫୁଲବାଣୀ- (ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡା ରେ କିନ୍ନର ମାନେ ବେଶ ଆନନ୍ଦ ଉଲ୍ଲାସର ସହ ଗୁରୁବାର ସାବତ୍ରୀ ବ୍ରତ ପାଳନ କରିଥିଲେ।
ଗାଁ ରୁ ସହର ରେ ସବୁ ଆଡେ କରୋନା ମହାମାରୀ ଚେନ ଭାଙ୍ଗିବା ପାଇଁ ସରକାର ଲକ ଡାଉନ ଘୋଷଣା କରିଛନ୍ତି। ଫଳରେ ସବୁ ମନ୍ଦିର ବନ୍ଦ ରହିଛି । ଫଳରେ ମହିଳାମାନେ ଘରେ ଘରେ ସାବିତ୍ରୀ ବ୍ରତ ପାଳନ କରିଥିଲେ।

କରେ । ନା କଟକଣା ମାନିକି ସାମାଜିକ ଦୂରତା ଏବଂ ମାକ୍ସ ପିନ୍ଧି ପାଳନ କିନ୍ନର ମାନେ ସାବିତ୍ରୀ ଓଷା ପାଳନ କରିଥିଲେ।
କିନ୍ନର ସଂଘ ପକ୍ଷରୁ ସଂ ଘ ର ସଭାପତି ବିଷ୍ଣୁ ପ୍ରିୟା ପ୍ରଧାନ ସମସ୍ତଙ୍କ ପାଇଁଏହି ସାବିତ୍ରୀ ବ୍ରତ ଆୟୋଜନ କରିଥିଲେ ଏବଂ ସଂଘର ସବୁ ସଦ୍ୟ ସ୍ୟ ଉପସ୍ଥିତ ଥିଲେ।
ସେହିପରି ଏହି କରୋନା ମହାମୀରି ସମାଜରୁ ଯେପରି ଦୁର ହେବ ଓ ସମସ୍ତେ ସୁସ୍ଥ ଯେପରି ରହିବେ ଭଗବାନ ଙ୍କ ନିକଟରେ ପାଖରେ ସେମାନେ ପ୍ରାର୍ଥନା କରିଥିଲେ।
ସେହିପରି ଜେଲରେ ମଧ୍ୟ ସଜା କାଟୁ ଥିବା ମହିଳା ଅନ୍ତେବାସୀ ମାନେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିଥିଲେ । ଜେଲ ପକ୍ଷରୁ ମଧ୍ୟ ସାବିତ୍ରୀ ବ୍ରତ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *