#Headlines

ବିବେକାନନ୍ଦ ଜୟନ୍ତୀ, ଆଠଗଡ ର୍ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗଡ଼ଜାତ ପରିକ୍ରମା ତରଫରୁ ଗୋପବନ୍ଧୁ ମହିଳା ମହାବିଦ୍ୟାଳୟ ଠାରେ ସ୍ୱାମୀ ବିବେକାନନ୍ଦ ଙ୍କ 156 ତମ ଜୟନ୍ତୀ ପାଳିତ ହୋଇଯାଇଛି, ଅନୁଷ୍ଠାନର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଆଠଗଡ sbi ଶାଖାର ଶାଖା ପରିଚାଳକ ଦେବେନ୍ଦ୍ର ନାଥ ବାଉରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ ସାହିତ୍ୟିକ ଡ଼ଃ ନାରାୟଣ ପଣ୍ଡା,ଅନ୍ୟମାନଙ୍କ ମଧ୍ୟରେ ଯୁକ୍ତଦୁଇ ଅଧ୍ୟକ୍ଷ ଶିଶିର କୁମାର ଉଦୟସିଂ ଓ ଯୁକ୍ତ୩ ଅଧ୍ୟକ୍ଷା ସଂଗୀତା ମହାପାତ୍ର ଏବଂ ସ୍ୱର୍ଣ୍ଣ ରଥ ସଂମାନିତ ଅତିଥି ଭାବେ ଯୋଗଦେଇ ବିବେକାନନ୍ଦ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ, ସମ୍ପାଦକ ଲଲାଟେନ୍ଦୁ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ସୁବାସ ରାଉତ

Leave a comment

Your email address will not be published. Required fields are marked *