#Breaking News

ଦୁର୍ଘଟଣାରେ ଆଇସିଡିଏସ ସୁପରଭାଇଜର ଆହତ

,
ଫୁଲବାଣୀ- (ସୁନୀଲ ପଟ୍ଟନାୟକ)
ବୁଧବାର ବାଇକରେ ବସି ଯାଉଥିବାବେଳେ ରାଇକିଆ ଆଇସିଡି ଏସ ସୁପରଭାଇଜରଉର୍ବଶୀ ପ୍ରଧାନ ରୁଦାଙ୍ଗିଆ ଘାଟି ହମ୍ପସରେ ଖସି ପଡି ଗୁରୁତର ଆହତ ହୋଇଛନ୍ତି ।
ଖବର ପାଇ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଘୁଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କର ହାତ ଗୋଡ଼ ଓ ଛାତିରେ ଆଘାତ ଲାଗିଛି। ସେ ସକାଳେ ଇନ୍ଦ୍ରଗଡ଼ ଡ୍ୟୁଟିରେ ସ୍ୱାମୀଙ୍କ ସହିତ ବାଇକରେ ପଛରେ ବସି ଯାଉଥିବାବେଳେ ହମ୍ପସରେ ଭାରସାମ୍ୟ ହରାଇ ଖସିପଡିଥିଲେ।

Leave a comment

Your email address will not be published. Required fields are marked *