#Uncategorized

କେନ୍ଦ୍ରାପଡ଼ା: ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଶନିବାର ୮୫ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଅବସର ପ୍ରାପ୍ତ ଶିକ୍ଷକ ଗୌତମ ମହାଳି ପଟ୍ଟାମୁଣ୍ଡାଇସ୍ଥିତ ଷ୍ଟେଟ୍‌ ବ୍ୟାଙ୍କରୁ ଟଙ୍କା ଉଠାଇ ସିଙ୍ଗିରିସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ପଟ୍ଟାମୁଣ୍ଡାଇର ମହାବୀର ବଜାରରୁ ଲୁଟ୍‌ର ଶିକାର ହୋଇଥିଲେ।

Leave a comment

Your email address will not be published. Required fields are marked *