#Breaking News

ବାଇକଦୁର୍ଘଟଣାଫୁଲ ବାଣୀ ବିଧାୟକ ଆହତ ସଦରମହକୁମା ଡାକ୍ତରଖାନାରେ ଭର୍ତ୍ତୀ


ଫୁଲ ବାଣୀ୪/୧୦(ସୁନୀଲପଟନାୟକ) ସୋମବାର ଏକ ବାଇକ ଦୁର୍ଘଟଣାରେ ଫୁଲ ବାଣୀ ବିଧାୟକ ଅଙ୍ଗଦ କହଁର ଆହତ ହୋଇଛନ୍ତି। ତାଙ୍କର ହାତ ଓ ଗୋଡ଼ସାମାନ୍ୟ ଆଘାତ ଲାଗିଛି ।
ବିଧାୟକ ଅଙ୍ଗଦ କହଁର ବାଇକ ଯୋଗେ ନିଜ ଗ୍ରାମପକାରୀ ନିକଟରେ ଥିବା ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିବାବେଳେ ସାମନା ପଟୁ ଏକ ବାଇକ ଆସି ପିଟି ଦେବା ଫଳରେ ସେ ବାଇକ ରୁ ଖସିପଡ଼ିବା ଫଳରେ ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

Leave a comment

Your email address will not be published. Required fields are marked *