#Uncategorized

ବା ବା ରେ ଗୁରୁ

ରାଜ୍ୟ ସରକାର 5t ଯୋଜନା ଆରମ୍ଭ କରିଥିବା ବେଳେ କଟକ ଜିଲାପାଳ of ଯୋଜନା ସ୍କୁଲ ମାନଙ୍କରେ ପ୍ରଣୟନ କରିଛନ୍ତି, ଏପରି ସ୍ଥଳେ ଏମିତି କିଛି ଗୁରୁ ସ୍କୁଲ ମାନଙ୍କରେ ଅଛନ୍ତି ଯାହାକୁ ନେଇ ସମାଜ,ଶିକ୍ଷା ବିଭାଗ ଲଜିତ ହେଉଛି,ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିଗିରିଆ ବ୍ଲକ ବାଣେଶ୍ୱର ପଡ଼ା ସ୍କୁଲରେ,ଜନେୟକ ଶିକ୍ଷକ ଏକାଧିକ ବାଳକ ବାଳିକା ଙ୍କୁ କୋଳରେ ବସାଇବା ଭିଡ଼ିଓ ଏବେ ସୋସିଆଲ ମେଡିଆ ରେ ଭାଇରାଲ ହେବାରେ ଲାଗିଛି,ଘଟଣାଟି ତିଗିରିଆ ଅଂଚଳରେ ଘଟିଥିବା ବେଳେ ପୋଲିସ ଉକ୍ତ ଶିକ୍ଷକ ଙ୍କୁ ନେଇ ଥାନାରେ ଅଟକ ରଖିଛି,ଯାହା ଜଣା ପଡୁଛି ଶିକ୍ଷକଙ୍କୁ ଛଡାଇ ନେବା ପାଇଁ ଏବେ ଭିତିରିଆ ବୁଝାମଣା ପୋଲିସ ସହିତ ଚାଲିଥିବା ଅଭିଯୋଗ ହୋଇଛି,ଛି ଛି ଗୁରୁ

Leave a comment

Your email address will not be published. Required fields are marked *