#Breaking News

ଫୁଲବାଣୀ ରେ ଅlନ୍ତଃ ଜ଼ିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ


ଫୁଲବାଣୀ(ସୁନୀଲ ପଟ ନାୟକ )
ବୁଧବାର କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଷ୍ଟାଡିୟମ୍ ଠାରେ ଓଡିଶା କ୍ରିକେଟ ଆସୋସିଏସନ ଓ ଜିଲ୍ଲା କ୍ରୀଡ଼ା ସଂଘ ର ମିଳିତ ଆନୁକୂଲ୍ୟରେ ଅlନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଜିଲ୍ଲା କ୍ରୀଡା ସଂଘ ର ଉପ୍ ସଭାପତି ସର୍ବେଶ୍ଵର ମିଶ୍ର, ଉପ୍ ସଭାପତି ଅଶୋକ କୁମାର ବେହେରା ସାଧାରଣ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ଓ ଗୌରୀ ଶଙ୍କର ବେହେରା, ସନ୍ତୋଷ ମିଶ୍ର ଓ ଅନ୍ୟlନ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଦଶ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଖେଳାଳି ମାନଙ୍କୁ ନେଇ ଗଠିତ 5ଟି ଦଳ ଭାଗ ନେଇ ଛନ୍ତି l
ଏହି ମ୍ୟାଚ ରେ ମୁଖ୍ୟ ଅତିଥୀ ଭାବେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ସର୍ବେଶ୍ୱର ମିଶ୍ର ଉଦଘାଟନ କରିଥିଲେ l
ମେଚ ଦେଖିବା ଲାଗି ପ୍ରବଳ ଗହଳି ହୋଇଥିଲା l

Leave a comment

Your email address will not be published. Required fields are marked *