ସରକାର ଅସମ୍ବାଧାନିକ ଭାବେ ସରପଞ୍ଚ ଙ୍କୁ ବହିସ୍କାର…
Udaya_Labanya | September 7, 2020 | 0
ପଦ୍ମପୁର,(ଉଲାପ୍ର)ରାଜ୍ୟ ସରକାର ଅସମ୍ବାଧାନିକ ଉପାୟରେ ସରପଞ୍ଚ ନିରୂପା ସିଂ ଙ୍କୁ ବହିସ୍କାର କରିଛନ୍ତି , ସରକାରଙ୍କ ଏହି ଅନ୍ଯାୟ ପଦକ୍ଷେପ ବିରୁଦ୍ଧରେ ଉଚ୍ଚ ନ୍ଯାୟଳୟ ଦ୍ବାରସ୍ଥ ହେବେ ବୋଲି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମେରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ନିରୁପାସିଂ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ଆଜି ନିରୂପା ସିଂ ଅଭିଯୋଗ କରିଛନ୍ତି ଯେ , ବିରୋଧି ସରପଞ୍ଚ ମାନଙ୍କୁ ବ୍ଲକ ଏବଂ ଜିଲ୍ଲା ଅଧିକାରୀ ମାନେ ବିଭିନ୍ନ […]
ଅମ୍ବାଲା ଏୟାର ବେଶରେ ପହଁଚିଲା ଫାୟାର ଫାଇଟର…
Udaya_Labanya | July 29, 2020 | 0
ଅମ୍ବାଲା,ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି,ଶେଷରେ ରାଫେଲ ବିମାନ ଫ୍ରାନ୍ସ ରୁ ଆସି ଭାରତର ଅମ୍ବାଲା ଏୟାର ବେଶ ରେ ପହଞ୍ଚିଛି, ଗତ ୨୭ ତାରିଖ ରୁ ଫ୍ରାନ୍ସ ରୁ ବାହାରିଥିବା ଏହି ଫାୟାର ଫାଇଟର ବିମାନ ସାତ ହଜାର କିଲୋମିଟର ଅତିକ୍ରମ କରିବା ପରେ ଆଜି ଅମ୍ବାଲା ଏୟାର ବେଶ ରେ ଲାଣ୍ଡିଙ୍ଗ କରିଛି,ପାଞ୍ଚଗୋଟି ରାଫେଲ ବିମାନ ଭାରତ ସୀମାରେ ପହଁଚି ବା ପରେ ସୁଖୋଇ ବିମାନ ରାଫେଲ ବିମାନ ଗୁଡିକୁ […]
ଭାରତୀୟ ରେଲୱେର ଆଉଏକ ଉପଲବ୍ଧି, ନିର୍ମାଣ ହେଉଛି…
Udaya_Labanya | July 16, 2020 | 0
ନୂଆଦିଲ୍ଲୀ: ( ଉ ଲା ପ୍ର ) ଭାରତୀୟ ରେଲୱେ ଆଉଏକ ଉପଲବ୍ଧି ନିଜ ନାଁରେ କରିବାକୁ ଯାଉଛି। କଶ୍ମୀରରେ ଭାରତୀୟ ରେଲୱେ ଦେଶର ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣ କରୁଛି। କଟରା-ବନିହାଲ୍ ରେଲୱେ ଟ୍ରାକରେ ଦେଶର ଏହି ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣଧୀନ ଅଛି। ଜମ୍ମୁ-କଶ୍ମୀରରେ ଥିବା ମାତା ବୈଷ୍ଣୋ ଦେବୀଙ୍କ ବେସ୍ କ୍ୟାମ୍ପ୍ କଟରା ଓ ରିୟାସି ମଧ୍ୟରେ ଏହି ଅଞ୍ଜି ବ୍ରିଜ୍ ନିର୍ମାଣ କରାଯାଉଛି। […]
ବିଶ୍ୱବିଦ୍ୟାଳୟ ଅନ୍ତିମ ବର୍ଷ ପରୀକ୍ଷା ନେଇ ଛାତ୍ରଛାତ୍ରୀ…
admin | July 9, 2020 | 0
ଭୁବନେଶ୍ୱର ( ଉ ଲା ପ୍ର) UGC ନିର୍ଦ୍ଦେଶାବଳୀ ଅନୁଯାୟୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନ୍ତିମ ବର୍ଷର ପରୀକ୍ଷା ସେପ୍ଟେମ୍ବର ଶେଷ ସୁଦ୍ଧା କରିବାକୁ ପଡ଼ିବ ବୋଲି ଆଲୋଚନା ହେଉଛି,ତଥାପି ଯେଉଁ ଛାତ୍ରଛାତ୍ରୀମାନେ ସେପ୍ଟେମ୍ବରରେ ଅନ୍ତିମ ବର୍ଷର ପରୀକ୍ଷାରେ ହାଜର ହେବାକୁ ଅସମର୍ଥ, ସେମାନେ ଆଉ ଏକ ସୁଯୋଗ ପାଇବେ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ଯେତେବେଳେ ସମ୍ଭବ ଏବଂ ସ୍ୱତନ୍ତ୍ର ପରୀକ୍ଷା ଦେବେ | ଏହି ସମୟରେ ଛାତ୍ରଛାତ୍ରୀମାନେ ନୂତନ UGC ନିର୍ଦ୍ଦେଶାବଳୀକୁ ବିରୋଧ କରି […]

ଜହ୍ନକୁ ଯାଇ ଏସବୁ ଖାଦ୍ୟ ଖାଇବେ ମହାକାଶଚାରୀ,…
admin | January 5, 2020 | 0
ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋ ୨୦୨୧ ମସିହାରେ ନିଜର ପ୍ରଥମ ମାନବଯୁକ୍ତ ଅନ୍ତରୀକ୍ଷ ମିଶନ ‘ଗଗନଯାନ’ ପଠାଇବ | ‘ଗଗନଯାନ’ ହେଉଛି କକ୍ଷପଥରେ ଘୂର୍ଣ୍ଣୟମାନ ମାନବବାହୀ ଭାରତୀୟ ମହାକାଶଯାନ। ଏହା ହେଉଛି ‘ଇଣ୍ଡିଆନ୍ ହ୍ୟୁମାନ୍ ସ୍ପେସ୍ଫ୍ଲାଇଟ୍ ପ୍ରୋଗ୍ରାମ୍’ର ଅଂଶବିଶେଷ। ଭାରତର ‘ଗଗନଯାନ’ ଅଭିଯାନ ନିମନ୍ତେ ଚାରି ଜଣ ମହାକାଶଚାରୀଙ୍କୁ ମନୋନୀତ କରାଯାଇଥିବା କଥା ଇସ୍ରୋ କହିଛି | ଚାରି ଜଣ ମହାକାଶଚାରୀ ଚନ୍ଦ୍ରକୁ ଯିବାକୁ ଥିବାବେଳେ ଚଳିତ […]