#Breaking News

୭ କ୍ଵିଣ୍ଟାଲ ଗ6ଜଂ ଇଜବତ ୩ ଗିରଫ


ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲାରେ ଚୋରାଗ6ଜଂ ଇ କାରବାର ଥମିବାର ନା ନେଉନି।
ବୁଧବାର କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସ ଗ6ଜଂ ଇ ମହଜୁଦ ଥିବା ଖବର ପାଇ ପଲାବୃଡ଼ି ପଞ୍ଚାୟତର ବକତ ପାଇ ଥାନା ଅଧିକାରୀ ରଣଜିତ କୁମାର ମୁନୀ ଙ୍କ ନେତୃତ୍ଵରେ ପୋଲିସ ସଦଳବଳେ ଗ୍ରାମରେ ଚଢ଼ାଉ କରି ୭କ୍ଵିଣ୍ଟାଲ ଗ6ଜଂ ଇ ଜବତ କରିବା ସହ ଏଥିରେ ସଂପୃକ୍ତ ୩ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ୩ଜଣ ହେଲେ ସେହି ଗ୍ରାମ ର ସନ୍ୟାସି ଡିଗଲ, ବୁଦ୍ଧଦେବ ଡିଗଲ ଓ କାଳିଆ କହଁର ବୋଲି ଥାନା ଅଧିକାରୀ ରଣଜିତ କୁମାର ମୁନୀ କହିଛନ୍ତି । ଏନେଇ ପୋଲିସ ୪୫/୨୧ରେ ମାମଲା ରୁଜୁ କରିଥିବା ଜଣାପଡିଛି । ଥାନା ଅଧିକାରୀ ଶ୍ରୀ ମୁନୀ ଙ୍କ ସମୟୋଚିତ ପଦ କ୍ଷେପ ଯୋଗୁ ଏହା ସମ୍ଭବ ହୋଇ ଥିବା କୁହାଯାଉଛି ।

Leave a comment

Your email address will not be published. Required fields are marked *