#Uncategorized

ବିଧାନସଭା ଗୃହରେ ଧନ୍ୟବାଦ ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା, ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହାରାଷ୍ଟ୍ର ସହ କିଛି ରାଜ୍ୟରେ କୋଭିଡର ପ୍ରଭାବ ଦେଖାଦେଲାଣି, କୋଭିଡ ଗାଇଡ଼ଲାଇନ ମାନିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବାକୁ ଆହ୍ବାନ ଦେଲେ, କୋଭିଡ ମହାମାରୀ ପ୍ରତି ଗାଁ, ପ୍ରତି ବ୍ୟକ୍ତିଙ୍କୁ ପ୍ରଭାବିତ କରିଛି, ଆମେ ଦୃଢ଼ତାର ସହ ମୁକାବିଲା କରିଛୁ, ଲକଡାଉନ ଘୋଷଣା କରିଥିଲୁ, କୋଭିଡ ମୁକାବିଲା ପାଇଁ ଓଡ଼ିଶା ପ୍ରଶଂସିତ ହୋଇଛି

କୋଭିଡରେ ସରପଞ୍ଚ, ଆଶାକର୍ମୀ ଓ ଅନ୍ୟମାନେ ଭଲ କାମ କରିଛନ୍ତି, କୋଭିଡ ସତ୍ତ୍ବେ ଗତବର୍ଷ ତୁଳନାରେ ୭.୩% ରାଜସ୍ବ ସଂଗ୍ରହ ବଢ଼ିଛି, ପୁରୀ, ଏକାମ୍ର କ୍ଷେତ୍ର, ସମଲେଶ୍ବରୀ, ହରିଶଙ୍କର, ନୃସିଂହନାଥ, ତାରାତାରିଣୀର ବିକାଶ ପାଇଁ କାମ ହୋଇଛି

Leave a comment

Your email address will not be published. Required fields are marked *