#Breaking News

ଆଠଗଡ କଂଗ୍ରେସ କାର୍ଯ୍ୟାଳୟ ରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ


ଆଠଗଡ( ଉଲାପ୍ର)ଆଠଗଡ କଂଗ୍ରେସ କାର୍ଯ୍ୟାଳୟ ରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି, ପ୍ରଥମେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲଭ ରଥ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ଅନ୍ୟ କଂଗ୍ରେସ କର୍ମୀମାନେ ମାଲ୍ୟାର୍ପଣ କରିଥିଲେ।ବରିଷ୍ଠ କଂଗ୍ରେସ ନେତା ସୁରେଶ ଚନ୍ଦ୍ର ପରିଡା କଂଗ୍ରେସ କାର୍ଯ୍ୟାଳୟ ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଆଠଗଡ ବ୍ଲକ ସଭାପତି ସୁଦର୍ଶନ ସାହୁ,ନଗର ସଭାପତି ସୋମନାଥ ଭକ୍ତା,ଜିଲା ଯୁବ କଂଗ୍ରେସ ଉପସଭାପତି ମନୋରଞ୍ଜନ ପଟ୍ଟନାୟକ, ସଚ୍ଚିଦାନନ୍ଦ ପଣ୍ଡା,ରଜନୀ ପ୍ରଧାନ,ଅଶୋକ ଦାଶ, ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗଦେଇଥିଲେ।

Leave a comment

Your email address will not be published. Required fields are marked *