#Breaking News #Uncategorized

ଏ ବି ଭି ପି ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ


ଫୁଲବାଣୀ (ସୁନୀଲ ପଟନାୟକ )
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, କନ୍ଧମାଳ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା ଙ୍କ ନେତୃତ୍ୱ ରେ ଜନଜାତି କମିଶନ ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକ ଙ୍କୁ ଭେଟି ଜିଲ୍ଲାରେ ଏକ ଜନଜାତି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଦାବୀ ପତ୍ର ସହିତ ଫୁଲବାଣୀ ମହାବିଦ୍ୟାଳୟ ରେ ଦେଖାଦେଉଥିବା ସମସ୍ୟା ଉପରେ ଆଲୋଚନା କରି ଥି ଲେ l
ଗଞ୍ଜାମ ବିଭାଗ ସଂଗଠନ ସମ୍ପାଦକ ମିଲନ ମହାପାତ୍ର, ବିଭାଗ ଏସ ଏଫ ଏସ ପ୍ରମୁଖ ରୁଦ୍ରପ୍ରସାଦ ସେଠି, ଜିଲ୍ଲା ସଂଯୋଜକ ଦିବ୍ୟରଞ୍ଜନ ଡାକୁଆ, ଜିଲ୍ଲା ଜନଜାତି ଛାତ୍ରୀ ପ୍ରମୁଖ ପଦ୍ମାବତୀ କହଁର, ଅମିତ ବେହେରା,ରଜତ ବେହେରା, ବିଭାଗ ପ୍ରମୁଖ ରାଜନନ୍ଦିନୀ ସାହାଣୀ ଆଦି ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *