#Uncategorized

ବଡମ୍ବା ଦେଉଳି ମନ୍ଦିରକୁ ରାସ୍ତାର ଦେଖନ୍ତୁ କେମିତି ଅବସ୍ଥା

ବଡମ୍ବା(ଉଲାପ୍ର)ବଡମ୍ବା ହାଟ ଠାରୁ “କପିଳେଶ୍ବର ଶୈବ ମନ୍ଦିର ରାସ୍ତା ଥରେ ଦେଖି ନିଅନ୍ତୁ ବଡମ୍ବା ବାସି,୨୫ ବର୍ଷର ବିଜେଡି ବିଧାୟକ ତଥା ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ ର ଏହି ଅବସ୍ଥା, ଶୈବପୀଠ ଦେଉଳିକୁ ଜମାରୁ ରାସ୍ତା ନାହିଁ,ଯୋଉ ରାସ୍ତା ଯାଇଛି ଭକ୍ତ ଟିଏ ଚାଲିକି ଯାଇ ପାରିବ ନାହିଁକି ଗାଡ଼ିରେ ମଧ୍ୟ ଠିକ ରେ ଯାଇ ପାରିବ ନାହିଁ,ବଡମ୍ବା ବ୍ଲକ୍ ଅନ୍ତର୍ଗତ, ଭାୟା ବ୍ରାହ୍ମଣ ଶାସନରୁ ଅଢେଇ କିଲୋମିଟର ଗଲେ ଏହି ଶିବ ମନ୍ଦିରକୁ ରାସ୍ତା,ଦୈନିକ ଭକ୍ତ ଏହି ଶୈବପୀଠକୁ ଦର୍ଶନ ପାଇଁ ଆସିଥାନ୍ତି,ଏହି ପୀଠଟି ବଡମ୍ବାର ବହୁ ପୁରାତନ ଶୈବପୀଠ, ଦୁଃଖ ଏତିକି ଆଜି ପର୍ୟନ୍ତ ସ୍ଥାନୀୟ ବିଧାୟକ ଙ୍କର ନଜର ଏହି ମନ୍ଦିର ପ୍ରତି ପଡ଼ିନାହିଁ କି ରାସ୍ତା ପ୍ରତି ପଡ଼ିନାହିଁ,ହେଲେ ତଥାବି ବଡମ୍ବା ବାସୀ ତାଙ୍କୁ ଭୋଟ ଦିଅନ୍ତି ବୋଲି କୁହନ୍ତି ଲୋକେ।

ବଡମ୍ବା ଦେଉଳି ମନ୍ଦିରକୁ ରାସ୍ତାର ଦେଖନ୍ତୁ କେମିତି ଅବସ୍ଥା

ଆଜିର ରାଶିଫଳ

ବଡମ୍ବା ଦେଉଳି ମନ୍ଦିରକୁ ରାସ୍ତାର ଦେଖନ୍ତୁ କେମିତି ଅବସ୍ଥା

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *