#Breaking News #Uncategorized

ସାମାଜିକ ଦୂରତ୍ୱ ନିୟନ୍ତ୍ରଣ ରେ ପ୍ରଶାସନ ବିଫଳ

ନରସିଂହପୁର (ଉ ଲା ପ୍ର)

ନରସିଂହପୁର ବ୍ଲକ ପ୍ରଶାସନ , ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ପ୍ରାୟ ଆଠଟି ବୋଲେରୋ ସହ ଏକ ସଚେତନତା ଗାଡି ବୁଲୁଥିଲେ ହେ ବାଲିଖରୀ ଠାରୁ କମଳାଡିହ ପଯ୍ୟନ୍ତ ସବୁ ଜାଗାରେ ଗହଳି ଦେଖିବାକୁ ମିଳୁଛି ।ନରସିଂହପୁର ସଦର ମହକୁମାରରେ ଦୈନିକ ମାର୍କେଟ , ଗ୍ରୋସରି ଦୋକାନ ,ମାଛ ମାଂସ ଦୋକାନ ଗୁଡିକରେ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି । ସାମାଜିକ ଦୁରୁତ୍ୱ ରକ୍ଷା କରାଯାଇ ପାରୁନାହିଁ । ଅମାନିଆ ଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଥିବା ସତ୍ୟେ ନିୟତ୍ରଣ ହୋଇପାରୁନାହିଁ ।କଟକ ଜିଲ୍ଲାପାଳ ଏହି ଅଂଚଳ ପରିଦର୍ଶନ କରିବା ଆବଶ୍ୟକ ହେଉଅଛି । ନଚେତ ଗୋଷ୍ଟି ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।

Leave a comment

Your email address will not be published. Required fields are marked *