#Breaking News #Uncategorized

ବାଲି ସାହି ପଞ୍ଚାୟତ ଓ ନୂଆ ବାଲି ଝାରିରେ କୁକୁର ଆତଙ୍କ

..
ନରସିଂହପୁର- (ଉ ଲା ପ୍ର)
ନରସିଂହପୁର ବ୍ଲକ୍ ଅନ୍ତର୍ଗତ ବାଲିସାହି ପଞ୍ଚାୟତର ନୂଆ ବାଲିଝାରିରେ କୁକୁର ଆତଙ୍କ ଖେଳିଯାଇଛି । ଗତ ରାତିରେ ୧୫ ରୁ ଅଧିକ ଗାଈ, ୨ଟି କୁକୁଡ଼ା ଓ ଛେଳିକୁ କୁକୁର କାମୁଡ଼ିଛି ବୋଲି ସୂଚନା ମିଳିଛି, ଏଥିରେ ୨ ଜଣ ଶିଶୁ ଯାହାର ବୟସ ୫ ବର୍ଷ ଥିବା ବେଳେ ଜଣେ ବାଳକ ଯାହାର ବୟସ ୧୫ ବର୍ଷ । ସମସ୍ତେ ନରସିଂହପୁର ଡାକ୍ତରଖାନରେ ଚିକିତ୍ସିତ ହେଇଛନ୍ତି ଏବଂ ବାଲିସାହି ପଞ୍ଚାୟତର ପଶୁ ନିରୀକ୍ଷକ ଡାକ୍ତର ଶ୍ୟାମ ବନ୍ଧୁ ରଣା ଘଟଣା ସ୍ଥଳକୁ ଯାଇ ପ୍ରତିଟି ଗାଈ,ଛେଳି ,କୁକୁଡ଼ା କୁ ଚିକିତ୍ସା କରିଛନ୍ତି,ତାଙ୍କ ସହ ଗ୍ରାମବାସୀ ଓ ପଶୁ ପ୍ରେମୀ ରବି ରାଉତ ସହଯୋଗ କରିଛନ୍ତି

Leave a comment

Your email address will not be published. Required fields are marked *