#Breaking News

କାର ଟ୍ରକ ମୁହାଁମୁହିଁ, ସୌଭାଗ୍ୟବଶତଃ


ବର୍ତ୍ତୀ ଲେ ଚାଳକ ଓ ଯାତ୍ରୀ
ଫୁଲ ବାଣୀ-( ସୁନୀଲ ପଟନାୟକ)
ଫୁଲ ବାଣୀ ସଦର ଥାନା ଅନ୍ତର୍ଗତ କୁମୁରି ଗୁଡ଼। ପୋଲ ନିକଟରେ ଏକ ଟ୍ରକ ଓ କାର ମଧ୍ୟରେ ମୁହାମୁହି ଧକ୍କା ହେବା ଫଳରେ କାରଟି ର ସମୁଖ ଭାଗ ଭାଙ୍ଗି ନଷ୍ଟ ହୋଇଯାଇଛି । ହେଲେ କାରରେ ବସିଥିବା ଯାତ୍ରୀ କିମ୍ଵା ଚାଳକ କାହାର କିଛି କ୍ଷତି ହୋଇନଥିବା ଜଣା ପଡିଛି । ଦୁର୍ଘଟଣାଗ୍ରସ୍ତ କାର ନମ୍ବର ଓଡ଼ିଠ୨, ବିଏଫ୨୪୭୧।
ଦ୍ରୁତ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଖବର ପାଇ ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପହଞ୍ଚି ଗାଡି ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଥାନ। ଅଧିକାରୀ କହିଛନ୍ତି।

Leave a comment

Your email address will not be published. Required fields are marked *