ଆଠଗଡ ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ…

Udaya_Labanya | June 22, 2021 | 0

ଆଠଗଡ( ଉଲାପ୍ର)ଆଠଗଡ ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ଯୋଗ ଦିବସ ଆଭାସି ଯୋଗେ ପାଳିତ ହୋଇଯାଇଛି,ମହିଳା ମହାବିଦ୍ୟାଳୟ ର ଅଦ୍ଧକ୍ଷା ସଂଗୀତା ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆନ୍ତର୍ଜାତିକ ଯୋଗ ଦିବସ ଅନ ଲାଇନ ଆଭାସି ଯୋଗେ ଅନୁଷ୍ଠିତ ହୋଇଥିଲା, ଅଧ୍ୟ୍ୟା ପିି କା ଟ୍ଵି୍ଵିଲ ମିଶ୍ରଙ୍କ ପରିଚାଳନା ରେ ଏହି ଯୋଗ ଦିବସରେ ଅଧ୍ୟାପିକା ତଥା ଛାତ୍ରୀମାନେ ଘରେ ରହି ଏହି ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମ ରେ ଯୋଗ […]

ଓମାନରେ ଅନ୍‍ଲାଇନ୍‍ ଉତ୍କଳଦିବସ ପାଳନ ପାଇଁ ବ୍ୟାପକ…

Udaya_Labanya | May 7, 2021 | 0

ମସ୍‍କାଟ / ଭୁବନେଶ୍ୱର ୬ା୫ : ଓମାନରେ ବସବାସ କରୁଥିବା ଓଡ଼ିଆମାନେ ଅନ୍‍ଲାଇନ୍‍ ଯୋଗେ ୮୫ତମ ଉତ୍କଳ ଦିବସ ପାଳନ କରିବାକୁ ଯାଉଥିବା ଜଣାଯାଇଛି । ରାଜଧାନୀ ମସ୍‍କାଟସ୍ଥିତ ଇଣ୍ଡିଆନ୍‍ ସୋସିଆଲ୍‍ କ୍ଲବ୍‍ (ଆଇ.ଏସ୍‍.ସି) ର ଓଡ଼ିଆ ଶାଖା ଦ୍ୱାରା ଆସନ୍ତା ମେ ୮ ତାରିଖ ଓମାନ ସମୟ ଅପରାହ୍ନ ୩.୩୦ ମିନିଟ ଏବଂ ଭାରତୀୟ ସମୟ ସନ୍ଧ୍ୟା ୫ଟା ବେଳେ ଆୟୋଜନ କରାଯାଉଥିବା ଏହି ଭବ୍ୟ ଭର୍ଚ୍ଚୁଆଲ୍‍ ସମାରୋହ ନେଇ […]

ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଘାଟିତ ବ୍ରାଣ୍ଡ ଓଡିଶାକୁ…

Udaya_Labanya | December 27, 2020 | 0

କାଲିଫର୍ଣିଆ / ଭୁବନେଶ୍ୱର/ ନୂଆଦିଲ୍ଲୀ,୨୬.୧୨.: ଓଡିଶାକୁ ଆର୍ଥିକ ଓ ବୌଦ୍ଧିକ ଦୃଷ୍ଟିରୁ ଉନ୍ନତ ଓ ସଂପନ୍ନ ବନାଇବା ପାଇଁ ସମଗ୍ର ବିଶ୍ୱର ପ୍ରବାସୀ ଓଡ଼ିଆ ମାନଙ୍କୁ ଆହ୍ବାନ ଜଣାଯାଇଛି |ବିଶ୍ୱ ଓଡ଼ିଆ ୱେବ ମହୋତ୍ସବର ଉଦଘାଟନ ଅବସରରେ ବିଶିଷ୍ଟ ଅତିଥି ମାନେ ୩୨ଟି ଦେଶର ଓଡ଼ିଆ ସମାଜ ଓ ଓଡିଶା କେନ୍ଦ୍ରିକ ସାଂସ୍କୃତିକ ଓ ସାମାଜିକ ସଂଗଠନ ମାନେ ବ୍ରାଣ୍ଡ ଓଡିଶାକୁ ପ୍ରୋତ୍ସାହନ ଓ ଲୋକପ୍ରିୟ କରିବା ପାଇଁ ନିବେଦନ କରିଛନ୍ତି […]

ଅମ୍ବାଲା ଏୟାର ବେଶରେ ପହଁଚିଲା ଫାୟାର ଫାଇଟର…

Udaya_Labanya | July 29, 2020 | 0

ଅମ୍ବାଲା,ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି,ଶେଷରେ ରାଫେଲ ବିମାନ ଫ୍ରାନ୍ସ ରୁ ଆସି ଭାରତର ଅମ୍ବାଲା ଏୟାର ବେଶ ରେ ପହଞ୍ଚିଛି, ଗତ ୨୭ ତାରିଖ ରୁ ଫ୍ରାନ୍ସ ରୁ ବାହାରିଥିବା ଏହି ଫାୟାର ଫାଇଟର ବିମାନ ସାତ ହଜାର କିଲୋମିଟର ଅତିକ୍ରମ କରିବା ପରେ ଆଜି ଅମ୍ବାଲା ଏୟାର ବେଶ ରେ ଲାଣ୍ଡିଙ୍ଗ କରିଛି,ପାଞ୍ଚଗୋଟି ରାଫେଲ ବିମାନ ଭାରତ ସୀମାରେ ପହଁଚି ବା ପରେ ସୁଖୋଇ ବିମାନ ରାଫେଲ ବିମାନ ଗୁଡିକୁ […]

‘କରୋନା’ ଗୁଜବ କେତେ ଠିକ୍‌ କେତେ ଭୁଲ,…

admin | March 24, 2020 | 0

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣ ଓ ନିୟନ୍ତ୍ରଣ ନେଇ ସୋଶାଲ୍‌ ମିଡିଆରେ ଗଦା ଗଦା ଗୁଜବ। କିଏ କହୁଛି ବେଶୀ ଖରା ହେଲେ ଭୂତାଣୁ ମରିଯିବ ତ ଆଉ କାହା ମତରେ ଉଷୁମ ପାଣି ପିଇଲେ ସଂକ୍ରମଣରୁ ରକ୍ଷା ମିଳିବ। ଲୋକଙ୍କ ମନରୁ ଭ୍ରାନ୍ତି ଦୂର ପାଇଁ ସଚେତନତା ଅଭିଯାନକୁ ଜୋରଦାର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)। ଗୁଜବରେ ବିଶ୍ୱାସ ନକରିବାକୁ ସଂଗଠନ ପକ୍ଷରୁ ନିବେଦନ କରାଯିବା ସହ […]

ଭାରତୀୟ ବୈଜ୍ଞାନିକଙ୍କ ନେତୃତ୍ୱରେ ଆବିଷ୍କାର ହେଲା ନୂଆ…

admin | February 27, 2020 | 0

ନୂଆଦିଲ୍ଲୀ: ଭାରତୀୟ ବୈଜ୍ଞାନିକଙ୍କ ନେତୃତ୍ୱରେ ଏକ ମହାକାଶ ଅନୁସନ୍ଧାନକାରୀ ଦଳ ନୂଆ ଗ୍ରହକୁ ଠାବ କରିଛନ୍ତି | ଏହି ଗ୍ରହରେ ପୃଥିବୀ ଭଳି ଲୋକ କେବଳ ରହିପାରିବେ ନାହିଁ ବରଂ ଏହାର ଆକାର ପୃଥିବୀ ତୁଳନାରେ ଦୁଇଗୁଣ ବୋଲି ଜଣାପଡିଛି | କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଦଳ ଏହି ନୂଆ ଗ୍ରହର ଆକାର ଓ ପରିବେଶ ବାବଦରେ ଅନୁମାନ ଲଗାଇଛନ୍ତି | ଏହି ଗ୍ରହର ନାମ କେ-୨-୧୮ବି ଦିଆଯାଇଥିବାବେଳେ ବୈଜ୍ଞାନିକମାନେ ଅନୁମାନ […]

ଆମେରିକାକୁ ଟକ୍କର ଦେବାକୁ ଇରାନ ଘାନିଙ୍କ ହାତରେ…

admin | January 5, 2020 | 0

ୱାସିଂଟନ/ତେହରାନ: ଇରାନ୍‌ର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀଙ୍କ ମୃତ୍ୟୁ ପରେ ଏବେ ସମଗ୍ର ମଧ୍ୟପ୍ରାଚ୍ୟ ଅସ୍ଥିରତା ଆଡ଼କୁ ମୁହାଁଇଛି। ଇରାନ୍‌-ଆମେରିକା ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାରୁ ଏହା କେତେବେଳେ ଯୁଦ୍ଧର ରୂପ ନେବ କହିହେବ ନାହିଁ। ଏହାରି ଭିତରେ କ୍ବାସିମ ସୁଲେମାନୀଙ୍କ ସ୍ଥାନରେ ଇରାନ ଜେନେରାଲ ଇସ୍ମାଇଲ ଘାନିଙ୍କୁ ସେନାର ମୁଖ୍ୟ ଦାୟିତ୍ୱ ଦେଇଛି | ଏଣିକି ଘାନି ୧ ଲକ୍ଷ ୨୫ ହଜାର ସୈନ୍ୟ ବଳ ଥିବା […]

ଶାହଙ୍କ ବିରୋଧରେ କଟକଣା ଲଗାଇବାକୁ କହିଲା ଆମେରିକା…

admin | December 10, 2019 | 0

ୱାଶିଂଟନ: ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଉପରେ କାର୍ଯ୍ୟ କରୁଥିବା ଗୋଟିଏ ଫେଡରାଲ ଆମେରିକା କମିଶନ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କଟକଣା ଲଗାଇବାକୁ ନିବେଦନ କରିଛି। କମିଶନ ଭାରତ ସରକାର ଆଣିଥିବା ନାଗରିକତା ସଂଶୋଧନ ବିଲ୍‌(ସିଏବି)କୁ ଜୋରଦାର ବିରୋଧ କରିଛି ଏବଂ ଏହା ଏକ ଭୟଙ୍କର ଦିଗ ଆଡ଼େ ଗତି କରିବ ବୋଲି କହିଛି। ଯଦି ଏହି ବିଲ ଲୋକସଭା ଓ ରାଜ୍ୟସଭାରେ ପାସ ହୋଇଯିବ, ତା’ହେଲେ ଆମେରିକା […]

Archives

Categories