#Breaking News

ମନିଷା ବାନାର୍ଜୀ ବରଗଡ଼ ଜିଲ୍ଲାପାଳ


ବରଗଡ଼:- ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇ ଏ ଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଏହି କ୍ରମରେ ରାଜ୍ୟ ଜିଏ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ରେ ୨୦୧୩ ବ୍ୟାଚ ଓଡ଼ିଶା କ୍ୟାଡ଼ର ଆଇ ଏ ଏସ ଅଧିକାରୀ ମନିଷା ବାନାର୍ଜୀ ଙ୍କୁ ବରଗଡ଼ ଜିଲ୍ଲାପାଳ ଭାବେ ବଦଳି ହୋଇଛି। ବର୍ତ୍ତମାନ ସେ ସୋନପୁର ଜିଲ୍ଲାପାଳ ଭାବେ କିର୍ଯ୍ୟରତ ଅଛନ୍ତି।

Leave a comment

Your email address will not be published. Required fields are marked *