#Breaking News

ଘେଁସ ଅଭିମନ୍ୟୁ ସାହିତ୍ୟ ସଂସଦ ପକ୍ଷରୁ ମେଲନ ମେସନ ୨୦୨୨


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ସହୀଦ ତୀର୍ଥ ପୀଠ ଘେଁସ ଠାରେ ଅଭିମନ୍ୟୁ ସାହିତ୍ୟ ସଂସଦ ପକ୍ଷରୁ ଆଜି ମେଲନ ମେସନ ୨୦୨୨ ଆୟୋଜିତ ହୋଇଯାଇଛି। ସଂସଦ ର ସଭାପତି ଅଶୋକ କୁମାର ପୁଝାରୀ ଙ୍କ ସଭାପତି ତ୍ବ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ସଂସଦ ପକ୍ଷରୁ ଦୀର୍ଘ ଦଶନ୍ଧି ଧରି ସାହିତ୍ୟ ସେବା କରି ଆସୁଥିବା ବେଳେ ପୂଜ୍ୟପୂଜା ଙ୍କୁ ମଧ୍ୟ ସମ୍ମାନିତ କରିଆସୁଛନ୍ତି। ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ କବି ଦିବ୍ୟ କିଶୋର ଦେବତା ଯୋଗ ଦେଇଥିଲେ। ପ୍ରାରମ୍ଭରେ କବି ଅଭିମନ୍ୟୁ ଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ପରେ ସ୍ବଭାବ କବି ଗଙ୍ଗାଧର ମେହେର ଏବଂ କବି ଖଗେଶ୍ବର ସେଠୀଙ୍କ ପ୍ରତି ମୂର୍ତ୍ତି କୁ ମନ୍ତ୍ରୀ ଶ୍ରୀ ସିଂ ଉନ୍ମୋଚନ କରିଥିଲେ। ଏହି ଅବସରରେ ଅନେକ କବି ଲେଖକ ଙ୍କୁ ସମ୍ମାନିତ କରାଯାଇଥିଲା।

Leave a comment

Your email address will not be published. Required fields are marked *